କେନ୍ଦ୍ରାପଡ଼ା

ଉଇକିପିଡ଼ିଆ ରୁ
କେନ୍ଦ୍ରାପଡ଼ା
—  ସହର  —
କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ାର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20.50°N 86.42°E / 20.5°N 86.42°E / 20.5; 86.42ଦିଗବାରେଣି: 20.50°N 86.42°E / 20.5°N 86.42°E / 20.5; 86.42
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ କେନ୍ଦ୍ରାପଡ଼ା
ଲୋକସଂଖ୍ୟା ୪୧,୪୦୪ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


୧୩ ମିଟରs ( ଫୁଟ)

ଟେଲିଫୋନ • +91-6727
ବେବସାଇଟ kendrapara.nic.in

କେନ୍ଦ୍ରାପଡ଼ା ଓଡ଼ିଶାକେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ପ୍ରଶାସନିକ ସହର ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଭୌଗଳିକ ସ୍ଥିତି

କେନ୍ଦ୍ରାପଡାରେ ଥିବା ବଳଦେବଜୀଉ ମନ୍ଦିର

ଏହି ଜିଲ୍ଲାର ଭୌଗଳିକ ଦିଗବାରେଣି: 20°30′N 86°25′E / 20.50°N 86.42°E / 20.50; 86.42 । ଏହି ଜିଲ୍ଲା ସମୁଦ୍ର ପତ୍ତନ ଠାରୁ ୧୩ ମିଟର (୪୩ ଫୁଟ) ଉଚ୍ଚତାରେ ଅଛି I ଭଦ୍ରକ, ଯାଜପୁର, କଟକଜଗତସିଂହପୁର ଜିଲ୍ଲାସବୁ କେନ୍ଦ୍ରାପଡ଼ାର ଚାରିପାଖରେ ବେଢ଼ି ରହିଛନ୍ତି । ପୁର୍ବରେ ବଙ୍ଗୋପସାଗର ଏହାର ଏକ ଭାଗରେ ରହିଛି ।

[ଏହାକୁ ବଦଳାନ୍ତୁ] ମୁଖ୍ୟ ନଦୀ

ମହାନଦୀର ଏକ ଶାଖା ନଇ ଲୁଣା ନଇ ଏହା ବାହାରେ ବହୁଅଛି ।

[ଏହାକୁ ବଦଳାନ୍ତୁ] ଯୋଗାଯୋଗ ଓ ପରିବହନ

କେନ୍ଦ୍ରପଡ଼ା ସହରଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୭୫ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ ।

[ଏହାକୁ ବଦଳାନ୍ତୁ] ସଂସ୍କୃତି ଏବଂ ପରମ୍ପରା

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା