ଭାରତୀୟ ମାନକ ସମୟ
ଉଇକିପିଡ଼ିଆ ରୁ
ଭାରତୀୟ ମାନକ ସମୟ (ଇଂରାଜୀ: Indian standard time, ସଂକ୍ଷେପରେ: IST), ଭାରତ ଓ ଶ୍ରୀଲଙ୍କା ରେ ପ୍ରଚଳିତ ମାନକ ସମୟ । ଏହା ଗ୍ରୀନଉଇଚ ସମୟ ଠାରୁ ୫:୩୦ ଘଣ୍ଟା ଆଗୁଆ (UTC+05:30) ।
ଏହା ଆଲହାବାଦ ନିକଟସ୍ଥ ମିର୍ଜାପୁର (25°09′N 82°35′E / 25.15°N 82.58°E) ଠାରେ, ୮୨.୫° ପୂର୍ବ ଦ୍ରାଘିମାରୁ ଗଣନା କରାଯାଇଥାଏ ।[୧]
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ସମାଲୋଚନା ଓ ପ୍ରସ୍ତାବ [ସମ୍ପାଦନା]
ସମୟ ସଂକେତ (time signal) [ସମ୍ପାଦନା]
ଅଧିକ ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ "Two-timing India". Hindustan Times. 2007-09-04. http://www.hindustantimes.com/editorial-views-on/Edits/Two-timing-India/Article1-246310.aspx. Retrieved 2012-09-24.
ବାହାର ଆଧାର [ସମ୍ପାଦନା]
- National Physical Laboratory
- Evaluating two timezones and Daylight Saving Time for India, by Viral Shah & Vikram Aggarwal.
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |