ଓଡ଼ିଶାର ଲୋକକଳା

ଉଇକିପିଡ଼ିଆ‌ରୁ
ସମ୍ବଲପୁରୀ ନାଚ

ଲୋକକଳା ହେଉଛି ଲୋକ ସଂସ୍କୃତିର ଜୀବନ୍ତ ବାର୍ତ୍ତାବହ । ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଲୋକନାଟ, ସଙ୍ଗୀତ, ହାତବୁଣା ଲୁଗା, କାଠ, ପଥର ଆଦିରେ ଖୋଦା/ଅଙ୍କା ଚିତ୍ର ଆଦି ଦେଖିବାକୁ ମିଳିଥାଏ । ଏହି ସବୁରେ କେବଳ ସେହି ଅଞ୍ଚଳର ଲୋକଙ୍କର କଳାନିପୁଣତା ନଥାଏ ବରଂ ସେଠାକାର ଲୋକ ଚଳଣି ଓ ଭାଷାର ଝଲକ ମଧ୍ୟ ଦେଖିବାକୁ ମିଳିଥାଏ ।

ଓଡ଼ିଶାର ଲୋକନାଟ[ସମ୍ପାଦନା]

ଓଡ଼ିଶାରେ ପରମ୍ପରା କ୍ରମେ ପ୍ରଚଳିତ ହୋଇ ଆସିଥିବା ଲୋକନାଟ ଗୁଡ଼ିକ ତଳେ ବର୍ଣ୍ଣନା କରାଗଲା:

ଆଦିବାସୀ ନାଚ[ସମ୍ପାଦନା]

  • ଦେଶିଆ ନାଚ
  • ଗଦବା ନାଚ
  • କନ୍ଧ ନାଚ
  • କୋୟା ନାଚ
  • ଓଁରା ନାଚ
  • ସଉରା ନାଚ
  • ପରଜା ନାଚ

ବାକି ଆଞ୍ଚଳିକ ନାଟ ଓ ସଙ୍ଗୀତ[ସମ୍ପାଦନା]

ହାତକାମ[ସମ୍ପାଦନା]

ହାତବୁଣା ଲୁଗା[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]