ଝାରସୁଗୁଡ଼ା ଜିଲ୍ଲା
ଉଇକିପିଡ଼ିଆ ରୁ
ଏହି ଲେଖାଟି ଝାରସୁଗୁଡ଼ା 'ଜିଲ୍ଲା' ବାବଦରେ । ଝାରସୁଗୁଡ଼ା 'ସହର' ପାଇଁ, ଝାରସୁଗୁଡ଼ା ଦେଖନ୍ତୁ ।
| ଝାରସୁଗୁଡ଼ା | |
|---|---|
| — ଜିଲ୍ଲା — | |
| ଓଡ଼ିଶାରେ ଅବସ୍ଥାନ | |
| ଦିଗବାରେଣି: 21°51′00″N 84°00′58″E / 21.85°N 84.016°Eଦିଗବାରେଣି: 21°51′00″N 84°00′58″E / 21.85°N 84.016°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ସ୍ଥାପନା | ୧ ଜାନୁଆରୀ ୧୯୯୪ |
| ସଦର ମହକୁମା | ଝାରସୁଗୁଡ଼ା |
| କ୍ଷେତ୍ରଫଳ | |
| - ମୋଟ | ୨,୦୮୧ କି.ମି.୨ (୮୦୩.୫ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ମୋଟ | ୫,୭୯,୪୯୯ |
| - ଘନତା | ୨୪୫/କି.ମି.୨ (୬୩୪.୫/ମାଇଲ୨) |
| ଭାଷା | |
| - ସରକାରୀ | ଓଡ଼ିଆ, ଇଂରାଜୀ |
| ସମୟ ମଣ୍ଡଳ | IST (ଇଉ.ଟି.ସି.+୫:୩୦) |
| ପିନ କୋଡ଼ | ୭୬୮ xxx |
| ଗାଡ଼ି କୋଡ଼ | OD-23 |
| ନିକଟତମ ସହର | ଭୁବନେଶ୍ଵର |
| ଲିଙ୍ଗାନୁପାତ | ୧.୦୫୭ ♂/♀ |
| ସାକ୍ଷରତା | ୭୧.୪% |
| ଲୋକସଭା ନିର୍ବାଚନ ମଣ୍ଡଳୀ | ବରଗଡ଼ |
| ବିଧାନସଭା ନିର୍ବାଚନ ମଣ୍ଡଳୀ | ୨: ବ୍ରଜରାଜନଗର (୦୦୬) ଓ ଝାରସୁଗୁଡ଼ା (୦୦୭) |
| ଜଳବାୟୁ | Aw (Köppen) |
| ବୃଷ୍ଟିପାତ | ୧,୫୨୭ ମିଲିମିଟରs (. in) |
| ହାରାହାରୀ ଗ୍ରୀଷ୍ମ ତାପମାତ୍ରା | ୪୬.୭ °C (. °F) |
| ୱେବସାଇଟ | jharsuguda.nic.in |
'ଝାରସୁଗୁଡ଼ା ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଝାରସୁଗୁଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ଜାନୁଆରୀ ପହିଲା ୧୯୯୪ ଦିନ ଏହା ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଲା
ଭୂଗୋଳ [ସମ୍ପାଦନା]
ଓଡ଼ିଶାର ପଶ୍ଚିମଭାଗରେ ଅବସ୍ଥିତ ଝାରସୁଗୁଡ଼ା ଜିଲ୍ଲାର ଆୟତନ ୨,୦୮୧ ବର୍ଗ କିମି
ଅବସ୍ଥିତି [ସମ୍ପାଦନା]
- ପୂର୍ବରେ : ସମ୍ବଲପୁର ଜିଲ୍ଲା
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରରେ : ସୁନ୍ଦରଗଡ଼ ଜିଲ୍ଲା
- ଦକ୍ଷିଣରେ: ବରଗଡ଼ ଜିଲ୍ଲା ଅଛି
ମୁଖ୍ୟ ନଦୀ ଓ ଶାଖାନଦୀ [ସମ୍ପାଦନା]
ଜନସଂଖ୍ୟା [ସମ୍ପାଦନା]
୨୦୧୧ ଜନଗଣନା [୧]ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ଲୋକସଂଖ୍ୟା ୫,୭୯,୪୯୯ |
- ପୁରୁଷ: ୨,୯୭,୦୧୪
- ମହିଳା: ୨,୮୨,୪୮୫
- ଛ ବର୍ଷରୁ କମ: ୬୧,୮୨୩
- ପଢୁଆ ହାର ୭୮.୩୬%
- ପୁରୁଷ: ୮୬.୨୭%
- ମହିଳା: ୭୦.୨୫%
ରାଜନୀତି [ସମ୍ପାଦନା]
ଲୋକସଭା ନିର୍ବାଚନ ମଣ୍ଡଳୀ [ସମ୍ପାଦନା]
ବିଧାନସଭା ନିର୍ବାଚନ ମଣ୍ଡଳୀ [ସମ୍ପାଦନା]
ମୂଳ ଲେଖା: ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା
| # | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
|---|---|---|---|---|---|
| ୬ | ବ୍ରଜରାଜନଗର | ଅଣ ସଂରକ୍ଷିତ | ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର, ଝାରସୁଗୁଡ଼ା (ଅଂଶ) | ଅନୁପ କୁମାର ସାଏ | କଂଗ୍ରେସ |
| ୭ | ଝାରସୁଗୁଡ଼ା | ଅଣ ସଂରକ୍ଷିତ | ଝାରସୁଗୁଡ଼ା (ପୌ), କିରମିରା, ଲଇକେରା, କୋଲାବିରା, ଝାରସୁଗୁଡ଼ା (ଅଂଶ) | ନବକିଶୋର ଦାସ | କଂଗ୍ରେସ |
ଗମନାଗମନ [ସମ୍ପାଦନା]
ଶିକ୍ଷା [ସମ୍ପାଦନା]
ପର୍ଯ୍ୟଟନ ସ୍ଥଳ [ସମ୍ପାଦନା]
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
![]() |
ସୁନ୍ଦରଗଡ଼ ଜିଲ୍ଲା | ![]() |
||
| ରାଇଗଡ଼ ଜିଲ୍ଲା, ଛତିଶଗଡ଼ | ସମ୍ବଲପୁର ଜିଲ୍ଲା | |||
| ବରଗଡ଼ ଜିଲ୍ଲା |
|
|||||||||||
|
||||||||||||||||||||||||||
