ଅନୁଗୋଳ

ଉଇକିପିଡ଼ିଆ ରୁ
ଏହି ଲେଖାଟି 'ଅନୁଗୋଳ ସହର' ବାବଦରେ । 'ଅନୁଗୋଳ ଜିଲ୍ଲା' ପାଇଁ, ଅନୁଗୋଳ ଜିଲ୍ଲା ପ୍ରସଙ୍ଗଟି ଦେଖନ୍ତୁ ।
ଅନୁଗୋଳ

ଅନୁଗୁ୍ଳ

—  ସହର  —
ଜଗନ୍ନାଥ ମନ୍ଦିର, ଅନୁଗୋଳ
ଅନୁଗୋଳ
ଅନୁଗୋଳର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°47′50″N 85°1′26″E / 20.79722°N 85.02389°E / 20.79722; 85.02389ଦିଗବାରେଣି: 20°47′50″N 85°1′26″E / 20.79722°N 85.02389°E / 20.79722; 85.02389
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଅନୁଗୋଳ
ପାଖ ସହର କଟକ, ଭୁବନେଶ୍ଵର
ସଂସଦ ସମ୍ବଲପୁରଢେଙ୍କାନାଳ
ଲୋକସଂଖ୍ୟା  (2001)
ପୁରୁଷ-ନାରୀ ଅନୁପାତ ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା /
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• Coastline


୦ କିଲୋମିଟରs (0 ମାଇଲ)

ପାଣିପାଗ

ତାପମାତ୍ରା
• ଗରମ ଦିନ
• ଶୀତ ଦିନ

ପାଣିପାଗ ଅନୁସାରେ (କୋପିଆନ)

     ୫୦ °C ( °F)
     ୧୦ °C ( °F)

ଜନଗଣନା[ସମ୍ପାଦନା]

୨୦୦୧ ଜଣଗଣନା ଅନୁସାରେ,[୧] ଅନୁଗୋଳର ଲୋକସଂଖ୍ୟା ୩୮,୦୨୨ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୋଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।

ଭୌଗଳିକ[ସମ୍ପାଦନା]

ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି(୬୪୦ଫୁଟ) ।

ପାଣି ପାଗ[ସମ୍ପାଦନା]

ସାଧାରଣତଃ ଅନଗୁଳ ଜ଼ିଲ୍ଲା ରେ ୪ ଟି ମୁଖ୍ୟ ରୁତୁ ଦେଖାଦିଏ .ମାର୍ଚ୍ ଠୁ ଜୁନ ପର୍ଯ୍ୟନ୍ତ ଖରା.ଜୁଲାଇ ରୁ ଓକଟୋବର ଜାଏଂ ବର୍ଷା ପାଗ ଓ ନୋବେମବର୍ ରୁ ଫେବୃୟାରୀ ଜାଏଂ ଶୀତ ରୁତୁ ଥାଏ । ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ ।

ତାପମାତ୍ରା[ସମ୍ପାଦନା]

ଅନଗୁଳ ଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡ଼ିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡ଼ିଛି।

ପବନ ବେଗ[ସମ୍ପାଦନା]

ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନ ର ବେଗ ରେ ଆଧିକତ୍ୟା ଦେଖାଦିଏ.୨୦୧୩ ରେ ମହା ବାତ୍ୟା ଫାଇଲିଂ ଯୋଗୁଁ ଅନଗୁଳ ରେ ୧୦୦ ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା.

ବିରଳ ପାଣିପାଗ[ସମ୍ପାଦନା]

୧୨ ଅପ୍ରିଲ୍ ୨୦୦୩ ରେ କୁଆ ପଥର ସହ ଝଡ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା.

ଛାଞ୍ଚ:Weather box

Angul
Climate chart (explanation)
J F M A M J J A S O N D
 
 
14
 
25
10
 
 
12
 
27
13
 
 
24
 
31
16
 
 
27
 
31
20
 
 
39
 
34
25
 
 
243
 
32
24
 
 
264
 
34
24
 
 
279
 
29
22
 
 
193
 
28
22
 
 
140
 
26
19
 
 
22
 
27
14
 
 
8
 
25
10
Average max. and min. temperatures in °C
Precipitation totals in mm
Source: IMD

ଉପଲବ୍ଧ ସେବା[ସମ୍ପାଦନା]

ବିଜୁଳି ସେବା cesco ଦ୍ବାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗ ର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥା ମାନେ ଯୋଗାଇ ଅସୁଛନ୍ତି| ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ରେ TAMDA ଓ MUNICIPALITY ର କାର୍ଯ୍ୟ କାରିତା ରହିଛି । ରେଲ ମାର୍ଗ ଦ୍ବାରା ଅନଗୁଳ ରୁ ଓଡିଶା ର ଅନ୍ୟ ଗୁରୁତ୍ବ ପୁର୍ଣ ଜାଗା କୁ ଯୋଗା ଯୋଗ ଓ ଭାରତ ର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି. ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳ ରୁ ରାଉରକେଲା ଜାଏଂ ପ୍ରସାରିତ. ଅନ୍ୟ ରାଜ୍ୟ ପଥ ଅନ୍ୟ ସହର କୁ ଯୋଗାଯୋଗ କରୁଛି.

ପ୍ରସାରଣ ସେବା[ସମ୍ପାଦନା]

ସହର ରେ ଆକାଶବାଣୀ କଟକ ର FM ସେବା ୧୦୦.୧ MHz ରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀ ର ଅନଗୁଳ ସଂସ୍କରଣ ସହର ରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]