ଜଗତସିଂହପୁର
ଉଇକିପିଡ଼ିଆ ରୁ
ଏହି ଲେଖାଟି ଜଗତସିଂହପୁର ସହର ବାବଦରେ । ଜଗତସିଂହପୁର ଜିଲ୍ଲା ବିଷୟରେ ଜାଣିବା ପାଇଁ, ଜଗତସିଂହପୁର ଜିଲ୍ଲା ଦେଖନ୍ତୁ ।
| ଜଗତସିଂହପୁର | |
|---|---|
| — ସହର — | |
|
|
|
| ଦିଗବାରେଣି: 20°16′N 86°10′E / 20.27°N 86.17°Eଦିଗବାରେଣି: 20°16′N 86°10′E / 20.27°N 86.17°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଜଗତସିଂହପୁର |
| ଉଚ୍ଚତା | ୧୫ ମି. (୪୯ ଫୁଟ) |
| ଲୋକସଂଖ୍ୟା (୨୦୦୧) | |
| - ମୋଟ | ୩୦,୬୮୮ |
| ଭାଷା | |
| - ସରକାରୀ | ଓଡ଼ିଆ |
| ସମୟ ମଣ୍ଡଳ | ଭାରତୀୟ ମାନକ ସମୟ (ଇଉ.ଟି.ସି.+୫:୩୦) |
| ଡାକ କୋଡ଼ | |
ଜଗତସିଂହପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଏକ ସହର । ଏହା ଜଗତସିଂହପୁର ଜିଲ୍ଲାର ସଦର ମହକୁମା ଅଟେ । କଟକ ଠାରୁ ଏହାର ଦୂରତା ୪୧ କିଲୋମିଟର ।
ବିଷୟସୂଚୀ |
ଭୁଗୋଳ [ସମ୍ପାଦନା]
ଜଗତସିଂହପୁର ୨୦°୨୭'ଉତ୍ତର, ୮୬°୧୭' ପୂର୍ବ ରେ ସ୍ଥିତ ଅଛି ।
ଇତିହାସ [ସମ୍ପାଦନା]
ଏହାର ପୁରୁଣା ନାଁ ହରିହରପୁର ଥିଲା ।[୧]
ପ୍ରମୁଖ ଶିକ୍ଷା ଅନୁଷ୍ଠାନ [ସମ୍ପାଦନା]
- ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ଵୟଂଶାସିତ ମହାବିଦ୍ୟାଳୟ । ଏହା ଲୋକମୁଖରେ ଏସ.ବି.ଏମ (SVM) ଭାବେ ପରିଚିତ । ଏହା ମୃତ ଅଳକା ନଦୀର ବାଲି ଉପରେ ଗଢା ହୋଇଛି ।
- ଶ୍ରୀକୃଷ୍ଣ ଏକାଡେମୀ , ଓଡ଼ିଶାର ପ୍ରାଚୀନତମ ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହା ଏସ.କେ. ଏକାଡେମୀ (S.K. Academy) ଭାବେ ଜଣାଶୁଣା ।
ଦର୍ଶନୀୟ ସ୍ଥାନ [ସମ୍ପାଦନା]
କିପରି ଯିବେ [ସମ୍ପାଦନା]
କଟକରୁ ରେଳ ଯୋଗେ ପାରାଦୀପ ସଂଯୋଗ ହୋଇଅଛି । ଗୋରଖନାଥ ଠାରେ ମଧ୍ୟ ଏକ ଷ୍ଟେସନ ଅଛି , ସେଠାରୁ ଜଗତସିଂହପୁରର ଦୂରତା ୧୦ କି.ମି । କଟକ , ଭୂବନେଶ୍ୱର ସହ ଏହି ସହରକୁ ସବୁ ବେଳେ ବସ ଚଳାଚଳ କରିଥାଏ ।
ଆଧାର [ସମ୍ପାଦନା]
- ↑ ଶତାବ୍ଦୀର ସୂର୍ଯ୍ୟ , ସୁରେନ୍ଦ୍ର ମହାନ୍ତି , ପୃଷ୍ଠା-୪୫, ପ୍ରଥମ ପ୍ରକାଶନ-୧୯୭୦
ଅଧିକ ଦେଖନ୍ତୁ [ସମ୍ପାଦନା]
|
||||||||||||||||||||||||||