"ଖୋର୍ଦ୍ଧା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ବିଧାନସଭା +ବିଧାନ ସଭା)
ଟିକେ Bot: Automated text replacement (-ଲୋକସଭା +ଲୋକ ସଭା)
୨୫ କ ଧାଡ଼ି: ୨୫ କ ଧାଡ଼ି:
|subdivision_type1 = ରାଜ୍ୟ
|subdivision_type1 = ରାଜ୍ୟ
|subdivision_name1 = [[ଓଡ଼ିଶା]]
|subdivision_name1 = [[ଓଡ଼ିଶା]]
|subdivision_type2 = [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକସଭା]]
|subdivision_type2 = [[ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକ ସଭା]]
|subdivision_name2 = [[ଖୋର୍ଦ୍ଧା (ଲୋକସଭା ନିର୍ବାଚନ ମଣ୍ଡଳି)|ଖୋର୍ଦ୍ଧା]]
|subdivision_name2 = [[ଖୋର୍ଦ୍ଧା (ଲୋକ ସଭା ନିର୍ବାଚନ ମଣ୍ଡଳି)|ଖୋର୍ଦ୍ଧା]]
| subdivision_type3 = ଭାଷା
| subdivision_type3 = ଭାଷା
| subdivision_name3 =[[ଓଡ଼ିଆ]], [[ଇଂରାଜୀ]]
| subdivision_name3 =[[ଓଡ଼ିଆ]], [[ଇଂରାଜୀ]]
୧୦୧ କ ଧାଡ଼ି: ୧୦୧ କ ଧାଡ଼ି:


== ରାଜନୀତି ==
== ରାଜନୀତି ==
=== ଲୋକସଭା ନିର୍ବାଚନ ମଣ୍ଡଳୀ ===
=== ଲୋକ ସଭା ନିର୍ବାଚନ ମଣ୍ଡଳୀ ===
* [[ଭୁବନେଶ୍ଵର (ଲୋକସଭା ନିର୍ବାଚନ ମଣ୍ଡଳି)|ଭୁବନେଶ୍ଵର]]
* [[ଭୁବନେଶ୍ଵର (ଲୋକ ସଭା ନିର୍ବାଚନ ମଣ୍ଡଳି)|ଭୁବନେଶ୍ଵର]]


=== ବିଧାନ ସଭା ନିର୍ବାଚନ ମଣ୍ଡଳୀ ===
=== ବିଧାନ ସଭା ନିର୍ବାଚନ ମଣ୍ଡଳୀ ===

୧୬:୪୭, ୨୯ ଜାନୁଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଖୋର୍ଦ୍ଧା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାଖୋର୍ଦ୍ଧା
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୮ଟି ଆସନ
 
  • ୧. ଜୟଦେବ
    ୨. ଭୁବନେଶ୍ଵର(ମଧ୍ୟ)
    ୩. ଭୁବନେଶ୍ଵର(ଉତ୍ତର)
    ୪. ଭୁବନେଶ୍ଵର(ଏକାମ୍ର)
    ୫. ଜଟଣି
    ୬. ବେଗୁନିଆ
    ୭. ଖୋର୍ଦ୍ଧା
    ୮. ଚିଲିକା
Area
 • ଜିଲ୍ଲା2,887.5 km2 (1,114.9 sq mi)
Population
 (୨୦୧୧)
 • ଜିଲ୍ଲା୨୨୪୬୩୪୧
 • Rankଓଡ଼ିଶାରେ ପଞ୍ଚମ (୫/୩୦)
 • Density799/km2 (2,070/sq mi)
 • Urban
୧୦୮୦୭୨୧
 • Rural
୧୧୬୫୬୨୦
 • ୬ ବର୍ଷରୁ କମ ଶିଶୁ
୨୨୨୨୭୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୧ xxx
ତାର (ଏସ୍.ଟି.ଡ଼ି)୦୬୭୪
ଯାନବାହାନ ପଞ୍ଚୀକରଣOD-02
WebsiteOfficial website

ଖୋର୍ଦ୍ଧା ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଖୋର୍ଦ୍ଧା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।

ଇତିହାସ

୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।

ଭୂଗୋଳ

ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଆୟତନ ୨,୮୭.୫ ବର୍ଗ କିମି୤

ଅବସ୍ଥିତି

ମୁଖ୍ୟ ନଦୀ

ଜନସଂଖ୍ୟା

୨୦୧୧ ଜନଗଣନା [୧]ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି [୨]

  • ପୁରୁଷ: ୧୧,୬୬,୯୪୯
  • ମହିଳା: ୧୦,୭୯,୩୯୨
    • ଛ ବର୍ଷରୁ କମ: ୨,୨୨,୨୭୫
  • ସାକ୍ଷରତା ହାର: ୮୭.୫୧%
    • ପୁରୁଷ: ୯୨.୫୫%
    • ମହିଳା: ୮୨.୦୬%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ଭୁବନେଶ୍ଵର ଓ ୨. ଖୋର୍ଦ୍ଧା ।
  • ତହସିଲ: (୪): ୧. ବାଣପୁର, ବେଗୁନିଆ, ଭୁବନେଶ୍ଵର, ବୋଲଗଡ଼, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ ଓ ବାଲୁଗାଁ
  • ବ୍ଳକ: (୧୦): ୧.ବାଲିଅନ୍ତା, ୨.ବାଲିପାଟଣା, ୩.ଜଟଣି, ୪.ଭୁବନେଶ୍ଵର, ୫.ବାଣପୁର, ୬.ବେଗୁନିଆ, ୭.ବୋଲଗଡ଼, ୮.ଚିଲିକା, ୯.ଖୋର୍ଦ୍ଧା ସଦର ଓ ୧୦.ଟାଙ୍ଗୀ ୤
  • ଗ୍ରାମ ପଞ୍ଚାୟତ: ୧୫୨
  • ଗ୍ରାମ: ୧,୫୬୭
  • ସହର: ୫

ରାଜନୀତି

ଲୋକ ସଭା ନିର୍ବାଚନ ମଣ୍ଡଳୀ

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଜୟଦେବ (୧୧୧)
  2. ଭୁବନେଶ୍ଵର(ମଧ୍ୟ) (୧୧୨)
  3. ଭୁବନେଶ୍ଵର(ଉତ୍ତର) (୧୧୩)
  4. ଭୁବନେଶ୍ଵର(ଏକାମ୍ର) (୧୧୪)
  5. ଜଟଣି (୧୧୫)
  6. ବେଗୁନିଆ (୧୧୬)
  7. ଖୋର୍ଦ୍ଧା (୧୧୭)
  8. ଚିଲିକା (୧୧୮)

ଦର୍ଶନୀୟ ସ୍ଥାନ

ଆଧାର

ଅଧିକ ତଥ୍ୟ