ଅଟ୍ରି ଉଷ୍ମପ୍ରସ୍ରବଣ

ଉଇକିପିଡ଼ିଆ ରୁ
(ଅଟ୍ରି ଉଷ୍ଣପ୍ରସ୍ରବଣ ରୁ ଲେଉଟି ଆସିଛି)
Jump to navigation Jump to search
ଅଟ୍ରି ଉଷ୍ମପ୍ରସ୍ରବଣ
ଅଟ୍ରି ଉଷ୍ମପ୍ରସ୍ରବଣ is located in ଓଡ଼ିଶା
ଅଟ୍ରି ଉଷ୍ମପ୍ରସ୍ରବଣ
ଅଟ୍ରି ଉଷ୍ମପ୍ରସ୍ରବଣ
ଅଟ୍ରି ଉଷ୍ମପ୍ରସ୍ରବଣ, ଓଡ଼ିଶାରେ ଅବସ୍ଥିତ
ଅବସ୍ଥିତି: 20°09′N 85°18′E / 20.15°N 85.30°E / 20.15; 85.30Coordinates: 20°09′N 85°18′E / 20.15°N 85.30°E / 20.15; 85.30
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ଭାଷା
 • ସରକାରୀଓଡ଼ିଆ
ଆଇ.ଏସ୍.ଟି (UTC+୫.୩୦)
Nearest cityଭୁବନେଶ୍ୱର (୪୨ କି.ମି.)

ଅଟ୍ରି ଓଡ଼ିଶାର ଖୋର୍ଦ୍ଧାଜିଲ୍ଲାରେ ଥିବା ଏକ ଛୋଟିଆ ଗ୍ରାମ । ଖୋର୍ଦ୍ଧା ଠାରୁ ୧୫ କି.ମି. ପଶ୍ଚିମ ଦିଗରେ ଅବସ୍ଥିତ ଅଟ୍ରି । ନିକଟତର ବିମାନବନ୍ଦର ହେଉଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର

ପରମ୍ପରା[ସମ୍ପାଦନା]

ପରମ୍ପରା ମୁତାବକ ମକର ସଂକ୍ରାନ୍ତି ଦିନ ଭୋରରୁ ଅଟ୍ରି ଉଷ୍ଣ ପ୍ରସ୍ରବଣ ଦହଲ(ମାନସିକ) କୁଣ୍ଡରେ ଶତାଧିକ ମାନସିକଧାରୀ ମହିଳା ଗୁଆ ଖୋଜିଥାନ୍ତି ୤ ବନ୍ଧ୍ୟା ନାରୀମାନେ ଶୁଦ୍ଧପୂତ ଭାବରେ ଏହି ଦହଲରୁ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ରହିଛି ୤

ଗାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]