ସୁଜାତା ଆନନ୍ଦ
Appearance
(Sujata Anandରୁ ଲେଉଟି ଆସିଛି)
ସୁଜାତା ଆନନ୍ଦ | |
---|---|
ଜାତୀୟତା | ଭାରତୀୟ |
ସକ୍ରିୟ ବର୍ଷ | ୧୯୬୬-୨୦୦୦ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ବୈବାହିକ-ସାଥୀ | କୁମାର ଆନନ୍ଦ |
ପୁରସ୍କାର | ଜୟଦେବ ପୁରସ୍କାର |
ସୁଜାତା ଆନନ୍ଦ ଜଣେ ଓଡ଼ିଆ ସିନେ ଅଭିନେତ୍ରୀ ଥିଲେ । ସେ ନିର୍ଦ୍ଦେଶକ କୁମାର ଆନନ୍ଦଙ୍କୁ ବିବାହ କରିଥିଲେ ।[୧][୨] ତାଙ୍କ ଅଭିନୀତ କିଛି ସ୍ମୃତି କିଛି ଅନୁଭୂତି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସମ୍ମାନୀତ ହୋଇଥିଲା ।[୩]
ବୃତ୍ତିଗତ ଜୀବନ
[ସମ୍ପାଦନା]ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]ସୁଜାତା ୫୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଥିଲେ ।[୪]
- ମୋ କାହ୍ନୁରେ, ୨୦୦୦
- କଥା ରହିଗଲା କାଳ କାଳକୁ, ୧୯୯୯
- ଏଇ ସଂଘର୍ଷ, ୧୯୯୮
- ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୭
- ସୁନା ପୁଅ, ୧୯୯୬
- ମୋ ଭାଇ ଜଗା, ୧୯୯୫
- ମହୁଆ, ୧୯୯୪
- ଶ୍ରଦ୍ଧାଞ୍ଜଳି, ୧୯୯୪
- ଭାଇ ହେଲା ଭଗାରୀ, ୧୯୯୪
- ସାଗର ସଙ୍ଗମ, ୧୯୯୪
- ଭାଗ୍ୟ ହାତେ ଡୋରି, ୧୯୯୩
- ପଥର ଖସୁଛି ବଡ଼ ଦେଉଳୁ, ୧୯୯୩
- ତୋ ବିନୁ ଅନ୍ୟ ଗତି ନାହିଁ, ୧୯୯୧
- ଆମ ଘର ଆମ ସଂସାର
- ବସ୍ତ୍ର ହରଣ, ୧୯୯୧
- ଚକାଡୋଳା କରୁଛି ଲୀଳା, ୧୯୯୦
- ପରଦେଶୀ ଚଢ଼େଇ, ୧୯୯୦
- କୁରୁକ୍ଷେତ୍ର, ୧୯୮୮
- ଚକା ଆଖି ସବୁ ଦେଖୁଛି, ୧୯୮୭
- ଆସୁଛି ମୋ କାଳିଆସୁନା, ୧୯୮୯
- ମମତାର ଡୋରି, ୧୯୮୯
- ଥିଲି ଝିଅ ହେଲି ବୋହୁ, ୧୯୮୮
- କିଛି ସ୍ମୃତି କିଛି ଅନୁଭୂତି, ୧୯୮୮
- ଏଇ ତ ଦୁନିଆଁ, ୧୯୮୭
- ମିଛ ମାୟା ସଂସାର, ୧୯୮୭
- ତୁଣ୍ଡ ବାଇଦ, ୧୯୮୭
- ଏଇ ଆମ ସଂସାର, ୧୯୮୬
- ଜୋର ଯାର ମୂଲକ ତାର, ୧୯୮୬
- ହାକିମ ବାବୁ, ୧୯୮୫
- ପଳାତକ, ୧୯୮୫
- ସ୍କୁଲ ମାଷ୍ଟର, ୧୯୮୫
- ଜଗା ହାତରେ ପଘା, ୧୯୮୫
- ଶଙ୍ଖା ସିନ୍ଦୂର, ୧୯୮୫
- ରାଜା ହାରିଶ୍ଚନ୍ଦ୍ର, ୧୯୮୪
- ପ୍ରତିଧ୍ୱନି, ୧୯୮୪
- ଅଭିଳାଷ, ୧୯୮୩
- ଆଶାର ଆକାଶ, ୧୯୮୩
- ଅଶାନ୍ତ ଗ୍ରହ, ୧୯୮୨
- ଦେଖ ଖବର ରଖ ନଜର, ୧୯୮୨
- ମୁଁ ତୁମେ ଓ ସେ, ୧୯୮୨
- କିଏ ଜିତେ କିଏ ହାରେ, ୧୯୮୧
- ଦଣ୍ଡା ବାଳୁଙ୍ଗା, ୧୯୮୦
- ଚିହ୍ନା ଅଚିହ୍ନା, ୧୯୭୯
- ସମର ସଲିମ ସାଇମନ, ୧୯୭୯
- ମାନିନୀ, ୧୯୭୯
- ତଅପୋଇ, ୧୯୭୮
- କୁଳ ଚନ୍ଦ୍ରମା, ୧୯୭୮
- ବଳିଦାନ, ୧୯୭୮
- ଚିଲିକା ତୀରେ, ୧୯୭୭
- ଅଭିମାନ, ୧୯୭୭
- ମୁକ୍ତି, ୧୯୭୭
- ସୁନା ସଂସାର, ୧୯୭୭
- ସିନ୍ଦୂର ବିନ୍ଦୁ, ୧୯୭୬
- ମମତା, ୧୯୭୫
- କନକଲତା, ୧୯୭୩
- ଘର ବାହୁଡ଼ା, ୧୯୭୩
- ଘର ସଂସାର, ୧୯୭୩
- ଅରୁନ୍ଧତୀ, ୧୯୬୭
- ମାଟିର ମଣିଷ, ୧୯୬୬
ଆଧାର
[ସମ୍ପାଦନା]- ↑ ନନ୍ଦ, ପ୍ରଶାନ୍ତ. "ହୃଦୟର ଏଇ ଶୂନ୍ୟତା". ନଜର୍ (ନିତିଦିନ). Archived from the original on 2020-10-18. Retrieved 18 September 2016.
- ↑ Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
- ↑ National Film Festival. Directorate of Film Festivals, Ministry of Information and Broadcasting, Government of India. 1987.
- ↑ "ଓଡ଼ିଶାବାର୍ତାରେ ସୁଜାତା ଆନନ୍ଦଙ୍କ ଅଭିନିତ ଚଳଚ୍ଚିତ୍ର". incredibleorissa.com. Archived from the original on 24 September 2015. Retrieved 1 January 2013.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁଜାତା ଆନନ୍ଦ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |