ମମତା (୧୯୭୫ର ସିନେମା)
Appearance
ମମତା | |
---|---|
ନିର୍ଦ୍ଦେଶକ | ବ୍ୟୋମକେଶ ତ୍ରିପାଠୀ |
ପ୍ରଯୋଜକ | ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ ମିଶ୍ର |
କାହାଣୀ | ଶରତ ମହାନ୍ତି[୧] |
କଳାକାର | ପ୍ରଶାନ୍ତ ନନ୍ଦ, ସୁଜାତା ଆନନ୍ଦ, ସୁରେଶ ମିଶ୍ର, ଅସିମା |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ଦେଓଜୀଭାଇ, ରାଜନ୍ କିନାଗୀ[୨] |
ବିତରକ | ରମେଶ ଭବସିଙ୍କା |
ମୁକ୍ତିଲାଭ ତାରିଖ | ୧୯୭୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମମତା, ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ପ୍ରଯୋଜନାରେ ଓ ବ୍ୟୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ।
ଏଥିରେ ବିଭିନ୍ନ ଭୂମିକାରେ ପ୍ରଶାନ୍ତ ନନ୍ଦ, ସୁଜାତା ଆନନ୍ଦ ଓ ସୁରେଶ ମିଶ୍ର ଆଦି ଅଭିନେତା ଅଭିନୟ କରିଥିଲେ । ଏହାର ଗୀତ ପ୍ରଫୁଲ୍ଲ କର ଓ ଶିବବ୍ରତ ଦାସ ରଚନା କରିଥିବା ବେଳେ, ପ୍ରଫୁଲ୍ଲ କର ସ୍ୱରସଂଯୋଜନା କରିଥିଲେ ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ମମତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୩]
- ପ୍ରଶାନ୍ତ ନନ୍ଦ
- ସୁଜାତା ଆନନ୍ଦ
- ସୁରେଶ ମିଶ୍ର (ପ୍ରଥମ ଅଭିନୟ)
- ଭାନୁମତୀ ଦେବୀ
- ଧୀର ବିଶ୍ୱାଳ
- ଅସିମା
- ଦିନବନ୍ଧୁ
- ରାଧା ପଣ୍ଡା
ଗୀତ ଓ ସଙ୍ଗୀତ
[ସମ୍ପାଦନା]ମମତାର ଗୀତ ପ୍ରଫୁଲ୍ଲ କର, ମଧୁସୂଦନ ରାଓ ଓ ଶିବବ୍ରତ ଦାସ ରଚନା କରିଥିବା ବେଳେ, ପ୍ରଫୁଲ୍ଲ କର ସ୍ୱରସଂଯୋଜନା କରିଥିଲେ । ପ୍ରଫୁଲ୍ଲ କର ଏହି କଥାଚିତ୍ରରୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ ।[୪]
ଗୀତ | କଣ୍ଠଶିଳ୍ପୀ | ଗୀତିକାର |
---|---|---|
ରେ ଆତ୍ମନ୍ ନିଦ୍ରା ପରିହରି | ପ୍ରଣବ ପଟ୍ଟନାୟକ | ମଧୁସୂଦନ ରାଓ |
ହେ ଫଗୁଣ କାନ୍ଦନାରେ | ପି.ସୁଶୀଳା | ଶିବବ୍ରତ ଦାସ |
ଆରେ ମିତ ଆ ସଙ୍ଗାତ | ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ | ପ୍ରଫୁଲ୍ଲ କର |
ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଳୀ | ଚିତ୍ତ ଜେନା, ଏସ. ଜାନକୀ | ପ୍ରଫୁଲ୍ଲ କର |
ହେ ଭାଇ ହେ ଭାଇ ହେରେ ମୋତେ ଝାଙ୍କି ଦେଲା | ପ୍ରଫୁଲ୍ଲ କର | ପ୍ରଫୁଲ୍ଲ କର |
ହେ ମୋର ବାବୁ ହେ ମୋର ବାବୁଆଣି ଆରେ କାହାର | ସିକନ୍ଦର ଆଲାମ, ଚିତ୍ତ ଜେନା, ପି ସୁଶୀଳା | ପ୍ରଫୁଲ୍ଲ କର |
ମୁଁ ତ ମଣିଷ ମାରିନି କି ମୁଁ ଚୋରି କରିନି | ସିକନ୍ଦର ଆଲାମ | ପ୍ରଫୁଲ୍ଲ କର |
ବିଶେଷତା
[ସମ୍ପାଦନା]- ପ୍ରଶାନ୍ତ ନନ୍ଦଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର
- ପ୍ରଫୁଲ୍ଲ କରଙ୍କଦ୍ୱାରା ସଙ୍ଗୀତ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର[୫]
- ସୁରେଶ ମିଶ୍ରଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
- ପି. ସୁଶୀଳା କଣ୍ଠଦାନ କରିଥିବା ଓଡ଼ିଆ କଥାଚିତ୍ର[୬]
ଆଧାର
[ସମ୍ପାଦନା]- ↑ ନନ୍ଦ, ପ୍ରଶାନ୍ତ. "ଅଭିନୟ ପରେ ପ୍ରଯୋଜନାକୁ ଆସିଲି". ନଜର୍ (ନିତିଦିନ). Retrieved 26 August 2016.[permanent dead link]
- ↑ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
- ↑ "ମମତା". ନିତିଦିନ. Retrieved 29 May 2016.[permanent dead link]
- ↑ Pattnaik, Taranisen. "TRIVIA OF REEL ODISHA FILM ERA". eodisha.org. Archived from the original on 21 August 2016. Retrieved 26 August 2016.
- ↑ "ବିଶେଷ ବ୍ୟକ୍ତିତ୍ୱ ବ୍ୟୋମକେଶ". enewspapr.com/News/NITIDIN/NAZ. ୨୫ ଅପ୍ରେଲ ୨୦୨୧. p. ୧୩. Archived from the original on ୩୦ ଅପ୍ରେଲ ୨୦୨୧. Retrieved 30 April 2021.
{{cite web}}
: Check date values in:|date=
and|archivedate=
(help) - ↑ ନନ୍ଦ, ପ୍ରଶାନ୍ତ. "ସୁପରହିଟ୍ ଓଡ଼ିଆ ଫିଲ୍ମ 'ମମତା'". ନଜର୍ (ନିତିଦିନ). Retrieved 26 August 2016.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମମତା