ମମତା (୧୯୭୫ର ସିନେମା)

ଉଇକିପିଡ଼ିଆ‌ରୁ
ମମତା
ମମତା ଚଳଚ୍ଚିତ୍ର ପୋଷ୍ଟର
ନିର୍ଦ୍ଦେଶକବ୍ୟୋମକେଶ ତ୍ରିପାଠୀ
ପ୍ରଯୋଜକପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ ମିଶ୍ର
କାହାଣୀଶରତ ମହାନ୍ତି[୧]
କଳାକାରପ୍ରଶାନ୍ତ ନନ୍ଦ, ସୁଜାତା ଆନନ୍ଦ, ସୁରେଶ ମିଶ୍ର, ଅସିମା
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଦେଓଜୀଭାଇ, ରାଜନ୍ କିନାଗୀ[୨]
ବିତରକରମେଶ ଭବସିଙ୍କା
ମୁକ୍ତିଲାଭ ତାରିଖ
୧୯୭୫
ଦେଶଭାରତ
ଭାଷାଓଡ଼ିଆ


ମମତା, ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ପ୍ରଯୋଜନାରେ ଓ ବ୍ୟୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ । ଏଥିରେ ବିଭିନ୍ନ ଭୂମିକାରେ ପ୍ରଶାନ୍ତ ନନ୍ଦ, ସୁଜାତା ଆନନ୍ଦସୁରେଶ ମିଶ୍ର ଆଦି ଅଭିନେତା ଅଭିନୟ କରିଥିଲେ । ଏହାର ଗୀତ ପ୍ରଫୁଲ୍ଲ କର ଓ ଶିବବ୍ରତ ଦାସ ରଚନା କରିଥିବା ବେଳେ, ପ୍ରଫୁଲ୍ଲ କର ସ୍ୱରସଂଯୋଜନା କରିଥିଲେ ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ମମତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୩]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ମମତାର ଗୀତ ପ୍ରଫୁଲ୍ଲ କର, ମଧୁସୂଦନ ରାଓ ଓ ଶିବବ୍ରତ ଦାସ ରଚନା କରିଥିବା ବେଳେ, ପ୍ରଫୁଲ୍ଲ କର ସ୍ୱରସଂଯୋଜନା କରିଥିଲେ । ପ୍ରଫୁଲ୍ଲ କର ଏହି କଥାଚିତ୍ରରୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ ।[୪]

ଗୀତ କଣ୍ଠଶିଳ୍ପୀ ଗୀତିକାର
ରେ ଆତ୍ମନ୍ ନିଦ୍ରା ପରିହରି ପ୍ରଣବ ପଟ୍ଟନାୟକ ମଧୁସୂଦନ ରାଓ
ହେ ଫଗୁଣ କାନ୍ଦନାରେ ପି.ସୁଶୀଳା ଶିବବ୍ରତ ଦାସ
ଆରେ ମିତ ଆ ସଙ୍ଗାତ ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ ପ୍ରଫୁଲ୍ଲ କର
ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଳୀ ଚିତ୍ତ ଜେନା, ଏସ. ଜାନକୀ ପ୍ରଫୁଲ୍ଲ କର
ହେ ଭାଇ ହେ ଭାଇ ହେରେ ମୋତେ ଝାଙ୍କି ଦେଲା ପ୍ରଫୁଲ୍ଲ କର ପ୍ରଫୁଲ୍ଲ କର
ହେ ମୋର ବାବୁ ହେ ମୋର ବାବୁଆଣି ଆରେ କାହାର ସିକନ୍ଦର ଆଲାମ, ଚିତ୍ତ ଜେନା, ପି ସୁଶୀଳା ପ୍ରଫୁଲ୍ଲ କର
ମୁଁ ତ ମଣିଷ ମାରିନି କି ମୁଁ ଚୋରି କରିନି ସିକନ୍ଦର ଆଲାମ ପ୍ରଫୁଲ୍ଲ କର

ବିଶେଷତା[ସମ୍ପାଦନା]

  • ପ୍ରଶାନ୍ତ ନନ୍ଦଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର
  • ପ୍ରଫୁଲ୍ଲ କରଙ୍କଦ୍ୱାରା ସଙ୍ଗୀତ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର[୫]
  • ସୁରେଶ ମିଶ୍ରଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
  • ପି. ସୁଶୀଳା କଣ୍ଠଦାନ କରିଥିବା ଓଡ଼ିଆ କଥାଚିତ୍ର[୬]

ଆଧାର[ସମ୍ପାଦନା]

  1. ନନ୍ଦ, ପ୍ରଶାନ୍ତ. "ଅଭିନୟ ପରେ ପ୍ରଯୋଜନାକୁ ଆସିଲି". ନଜର୍ (ନିତିଦିନ). Retrieved 26 August 2016.[permanent dead link]
  2. ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
  3. "ମମତା". ନିତିଦିନ. Retrieved 29 May 2016.[permanent dead link]
  4. Pattnaik, Taranisen. "TRIVIA OF REEL ODISHA FILM ERA". eodisha.org. Archived from the original on 21 August 2016. Retrieved 26 August 2016.
  5. "ବିଶେଷ ବ୍ୟକ୍ତିତ୍ୱ ବ୍ୟୋମକେଶ". enewspapr.com/News/NITIDIN/NAZ. ୨୫ ଅପ୍ରେଲ ୨୦୨୧. p. ୧୩. Archived from the original on ୩୦ ଅପ୍ରେଲ ୨୦୨୧. Retrieved 30 April 2021. {{cite web}}: Check date values in: |date= and |archivedate= (help)
  6. ନନ୍ଦ, ପ୍ରଶାନ୍ତ. "ସୁପରହିଟ୍ ଓଡ଼ିଆ ଫିଲ୍ମ 'ମମତା'". ନଜର୍ (ନିତିଦିନ). Retrieved 26 August 2016.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ମମତା