ଆଶାର ଆକାଶ
Appearance
ଆଶାର ଆକାଶ | |
---|---|
ନିର୍ଦ୍ଦେଶକ | ଗଦାଧର ପୁଟୀ |
କଳାକାର | ଅଜିତ ଦାସ, ଝରଣା ଦାସ |
ସଙ୍ଗୀତ | ମନ୍ମଥ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୮୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୩୨ଲକ୍ଷ ୬୦ହଜାର |
ଆଶାର ଆକାଶ ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହା ଗଦାଧର ପୁଟୀଙ୍କ ନିର୍ଦ୍ଦେଶନାରେ[୨] ନିର୍ମିତ ହେଇଥିଲା ।[୩]
ଅଭିନେତ୍ରୀ ବିଜୟା ଜେନା ଏହି କଥାଚିତ୍ରଟି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪]
ଅଭିନୟରେ
[ସମ୍ପାଦନା]ଓଡ଼ିଆକଥାଚିତ୍ର ‘ଆଶାର ଆକାଶ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ବିଶେଷତ୍ୱ
[ସମ୍ପାଦନା]'ଆଶାର ଆକାଶ' କଥାଚିତ୍ରରେ ମନ୍ମଥ ମିଶ୍ର ପ୍ରଥମ ଥର ନିମନ୍ତେ ସ୍ୱର ସଂଯୋଜନା କରିବା ସହ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ ।[୬]
ଆଧାର
[ସମ୍ପାଦନା]- ↑ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. p. ୧୫୩. Retrieved 23 September 2018.
- ↑ http://www.orissadiary.com/CurrentNews.asp?id=30737[permanent dead link]
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1995–. ISBN 978-1-135-94325-7.
- ↑ ୪.୦ ୪.୧ "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 14 October 2020. Retrieved 1 October 2018.
{{cite news}}
: CS1 maint: unrecognized language (link) - ↑ http://dff.nic.in/ODIA_CINEMA_AND_ODIAS_IN_CINEMA_1.asp
- ↑ "ବୋଉକୁ ପୁରୀ ବୁଲାଇଥିଲି". ଛୁଟିଦିନ (ଧରିତ୍ରୀ). Retrieved 17 September 2016.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଶାର ଆକାଶ