ଅଶାନ୍ତ ଗ୍ରହ
Appearance
ଅଶାନ୍ତ ଗ୍ରହ | |
---|---|
ନିର୍ଦ୍ଦେଶକ | ଶରତ ପୂଜାରୀ |
ପ୍ରଯୋଜକ | ତୋଫାନ ତ୍ରିପାଠୀ(ସମଲେଶ୍ୱରୀ ପିକ୍ଚର୍ସ) |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ଶରତ ପୂଜାରୀ |
କାହାଣୀ | ବିଜୟ ମିଶ୍ର |
କଳାକାର | ହେମନ୍ତ ଦାସ, ଶରତ ପୂଜାରୀ, ମହାଶ୍ୱେତା ରାୟ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୮୨ ମେ ୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧୬ଲକ୍ଷ ୬୫ହଜାର |
ଶରତ ପୂଜାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଅଶାନ୍ତ ଗ୍ରହ ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା ।[୧]
ଚଳଚ୍ଚିତ୍ରର ବହୁଭାଗ ପଶ୍ଚିମ ଓଡ଼ିଶାର ସମ୍ଭଲପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନରେ ସୁଟିଙ୍ଗ କରାଯାଇଥିଲା ।
ଅଭିନୟରେ
[ସମ୍ପାଦନା]ଏହି କଥାଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ :
- ହେମନ୍ତ ଦାସ
- ଶରତ ପୂଜାରୀ
- ମହାଶ୍ୱେତା ରାୟ
- ଉତ୍ତମ ମହାନ୍ତି
- ଅନୀତା ଦାସ
- ଦେବୁ ବୋଷ
- ସୁଜାତା ଆନନ୍ଦ
- ଜୟୀରାମ ସାମଲ
- ଗୀତାରାଣୀ
- ବିଭୂତି[୨]
ଗୀତ ରଚନା
[ସମ୍ପାଦନା]କଣ୍ଠଦାନ
[ସମ୍ପାଦନା]- ଅକ୍ଷୟ ମହାନ୍ତି
- ପ୍ରଣବ ପଟ୍ଟନାୟକ
- ତୃପ୍ତି ଦାସ
- ଗୀତା ପଟ୍ଟନାୟକ
- ଫକୀର ପଟ୍ଟନାୟକ
- ପୂର୍ଣ୍ଣପ୍ରଭା ବହିଦାର[୩]
ଆଧାର
[ସମ୍ପାଦନା]- ↑ T. M. Ramachandran; S. Rukmini (1 January 1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
- ↑ http://www.telegraphindia.com/1110903/jsp/orissa/story_14458994.jsp
- ↑ http://sambad.in/news/entertainment/asantagraha-odia-movie/79031.html[permanent dead link]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଶାନ୍ତ ଗ୍ରହ