ଅଭିଳାଷ

ଉଇକିପିଡ଼ିଆ ରୁ
Jump to navigation Jump to search
ଅଭିଳାଷ
ନିର୍ଦ୍ଦେଶକସାଧୁ ମେହେର[୧]
ପ୍ରଯୋଜକସାଧୁ ମେହେର
ସଂଳାପରମେଶ ମହାନ୍ତି
ପୂର୍ଣ୍ଣ ମହାନ୍ତି
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ସୁଜାତା ଆନନ୍ଦ
ଜୟା ବି
ବ୍ୟୋମକେଶ ତ୍ରିପାଠୀ
ସଙ୍ଗୀତସରୋଜ ପଟ୍ଟନାୟକ
ଚିତ୍ରଗ୍ରହଣସୁରେଶ ପଟେଲ
ସମ୍ପାଦକରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୪
କଥାଚିତ୍ରର ସମୟ
୧୫୯ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ଅଭିଳାଷ, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ରମେଶ ମହାନ୍ତି ଓ ପୂର୍ଣ୍ଣ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସାଧୁ ମେହେର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସୁଜାତା ଆନନ୍ଦ, ଜୟା ବି, ବ୍ୟୋମକେଶ ତ୍ରିପାଠୀ, ନିରଞ୍ଜନ ଶତପଥୀ, ସାଧୁ ମେହେର, ଅଜିତ ଦାସ, ଦୀପା ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ । ଦିଲୀପ ଦାସ, ରମେଶ ମହାନ୍ତି, ସଂଗ୍ରାମ ମହାନ୍ତି, ସରୋଜ ପଟ୍ଟନାୟକ ଆଦି ଗୀତିକାରମାନେ ଏହିକଥାଚିତ୍ରଟିର ଗୀତ ରଚନା କରିଥିଲେ । ଭିକାରୀ ବଳ, ହରିହରନ୍, ହେମଲତା, ଆରତୀ ମୁଖାର୍ଜୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "Sadhu, Aruna, Haripal get Padma Shri". newindianexpress.com. Retrieved 21 September 2018.
  2. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. |access-date= requires |url= (help)
  3. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 208–. ISBN 978-1-135-94318-9.
  4. "CITY SCAPE: SCREENSHOTS". mycitylinks.in. Retrieved 21 September 2018.

ବାହାର ଆଧାର[ସମ୍ପାଦନା]