ଘର ବାହୁଡ଼ା
ଦେଖଣା
| ଘର ବାହୁଡ଼ା | |
|---|---|
ଘର ବାହୁଡ଼ା କଥାଚିତ୍ରର ପୋଷ୍ଟର | |
| ନିର୍ଦ୍ଦେଶକ | ସୋନା ମୁଖାର୍ଜୀ |
| ପ୍ରଯୋଜକ | ସୋମନାଥ ସାହୁ |
| ସଂଳାପ | କିଶୋରୀ ଚରଣ ଦାସ |
| ମୂଳ ଆଧାର | କମଳଲୋଚନ ମହାନ୍ତିଙ୍କ ନାଟକ ସଂଗ୍ରାମୀ |
| କଳାକାର | ସୁଜାତା ଆନନ୍ଦ, ନିରଞ୍ଜନ ଶତପଥୀ, ସାମୁଏଲ ସାହୁ |
| ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୬ ଫେବୃଆରୀ୧୯୭୩ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | ୭ଲକ୍ଷ୨୦ ହଜାର ଟଙ୍କା |
ଘର ବାହୁଡ଼ା ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର।[୧] ଏକାମ୍ର ଚିତ୍ରମ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ କଥାଚିତ୍ର ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।
ଅଭିନୟରେ
[ସମ୍ପାଦନା]'ଘର ବାହୁଡ଼ା' କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସୁଜାତା ଆନନ୍ଦ
- ନିରଞ୍ଜନ ଶତପଥୀ
- ସାମୁଏଲ ସାହୁ (ବାବି)
- ସୁଜିତ ଦାସ
- ରାଧା ପଣ୍ଡା
- ହିମାଂଶୁ ଦାସ
- ଅସୀମ ବସୁ
- ନୀହାରିକା
- ଅରୁଣା ମହାନ୍ତି (ଶିଶୁ କଳାକାର)
- ସଙ୍ଗୀତକାର: ଅକ୍ଷୟ ମହାନ୍ତି
- ଗୀତିକାର: ଶିବବ୍ରତ ଦାସ
- ପ୍ରଚ୍ଛଦପଟ ଗାୟକ: ସିକନ୍ଦର ଆଲମ, ନିର୍ମଳା ମିଶ୍ର, ସିପ୍ରା ବୋଷ, ଅକ୍ଷୟ ମହାନ୍ତି
ଗୀତ ଗୁଡ଼ିକର ସାରଣୀ
| ଗୀତ | ଗୀତିକାର | ଗାୟକ / ଗାୟିକା |
|---|---|---|
| ୧) ଏକା ଏକା ମନେ ମନେ | ନରସିଂହ ମହାପାତ୍ର | ନିର୍ମଳା ମିଶ୍ର |
| ୨) ମନର ଶାମୁକା ବୁକେ | ନରସିଂହ ମହାପାତ୍ର | ଅକ୍ଷୟ ମହାନ୍ତି ଓ ତୃପ୍ତି ଦାସ |
| ୩) ମାରିନେଲେ ମହାପାତ୍ରେ | କାଳୀଚରଣ ପଟ୍ଟନାୟକ | ବାଳକୃଷ୍ଣ ଦାଶ |
| ୪) ତୋର ଚିକିମିକି ଚିକିମିକି | ଶିବବ୍ରତ ଦାସ | ଅକ୍ଷୟ ମହାନ୍ତି |
| ୫) ମୋ ସାଙ୍ଗେ ଲାଗନାରେ | ଦେବଦାସ ଛୋଟରାୟ | ଅକ୍ଷୟ ମହାନ୍ତି ଓ ସିପ୍ରା ବୋଷ |
| ୬) ଦିହୁଡ଼ି ଜଳୁଛି କାହିଁରେ କାହିଁ | ପର୍ଶୁରାମ ପଟ୍ଟନାୟକ | ମହମ୍ମଦ ସିକନ୍ଦର ଆଲାମ, ଧନଞ୍ଜୟ ଶତପଥୀ ଓ ସାଥୀ |
| ୭) ଏ ମାୟାବିନୀ ବନ ଜୋଛନା | ପର୍ଶୁରାମ ପଟ୍ଟନାୟକ | ମହମ୍ମଦ ସିକନ୍ଦର ଆଲାମ ଓ ନିର୍ମଳା ମିଶ୍ର |
ଆଧାର
[ସମ୍ପାଦନା]- ↑ "ସ୍ମରଣୀୟ ଓଡ଼ିଆ ଫିଲ୍ମ- ଘର ବାହୁଡ଼ା". ନଜର୍ (ନିତିଦିନ). Retrieved 2 October 2016.[permanent dead link]
- ↑ "Ghara Bahuda :: Odia Music Songs Collection". odiamusic.com. 2012. Archived from the original on 13 May 2012. Retrieved 29 October 2012.
Film : Ghara Bahuda Singer(s) : Sikandar Alam & Nirmala Mishra Lyricist : Shibabrata Das Music Director : Akshaya Mohanty
{{cite web}}: horizontal tab character in|quote=at position 22 (help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଘର ବାହୁଡ଼ା
- ଘର ବାହୁଡ଼ା କଥାଚିତ୍ରର ଛବି[permanent dead link]