ତୁଣ୍ଡ ବାଇଦ
Jump to navigation
Jump to search
ତୁଣ୍ଡ ବାଇଦ | |
---|---|
ନିର୍ଦ୍ଦେଶକ | ଗୋବିନ୍ଦ ତେଜ |
ପ୍ରଯୋଜକ | ନଗେନ ସାହୁ |
ସଂଳାପ | ଗୋବିନ୍ଦ ତେଜ, ସୁବୋଧ ପଟ୍ଟନାୟକ |
କାହାଣୀ | କାହ୍ନୁ ଚରଣ ମହାନ୍ତି |
କଳାକାର | ସୁଜାତା ଆନନ୍ଦ, ଅଜିତ ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ରାଜନ କିନ୍ନାଗି |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ, ଏ.ସଞ୍ଜୀବି |
ମୁକ୍ତିଲାଭ ତାରିଖ | ୧୯୮୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁଣ୍ଡ ବାଇଦ, '୧୯୮୭' ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୧] ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ 'ତୁଣ୍ଡ ବାଇଦ' ଉପନ୍ୟାସ ଅବଲମ୍ବନରେ ଏହା ନିର୍ମିତ ହେଇଥିଲା ।[୨]
ବିଷୟସୂଚୀ
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘ତୁଣ୍ଡ ବାଇଦ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୩]
- ଅଜିତ ଦାସ
- ସୁଜାତା ଆନନ୍ଦ
- ନମ୍ରତା ଦାସ
- ନରେନ୍ଦ୍ର ମିଶ୍ର
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ଉତ୍ତମ ମହାନ୍ତି
- ଜୟୀରାମ ସାମଲ
- ଗୋବିନ୍ଦ ତେଜ
ଗୀତ ଓ ସଙ୍ଗୀତ[ସମ୍ପାଦନା]
- ସଙ୍ଗୀତକାର: ପ୍ରଫୁଲ୍ଲ କର
- ଗୀତିକାର: ଶିର୍ଶାନନ୍ଦ ଦାସ କାନୁନଗୋ
- ପ୍ରଚ୍ଛଦପଟ ଗାୟକ: ପ୍ରଣବ ପଟ୍ଟନାୟକ, ଅନୁରାଧା ପୌଡୁଆଲ
ଆଧାର[ସମ୍ପାଦନା]
- ↑ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "Odia filmmaker, actor Govind Tej passes away". The New Indian Express. Retrieved 28 November 2016.
- ↑ "ତୁଣ୍ଡ ବାଇଦ". ନଜର୍ (ନିତିଦିନ). Retrieved 28 November 2016.
ଅଧିକ ତଥ୍ୟ[ସମ୍ପାଦନା]
- ତୁଣ୍ଡ ବାଇଦ ଇଣ୍ଟରନେଟ ମୁଭି ଡାଟାବେସରେ