ଅଭିମାନ

ଉଇକିପିଡ଼ିଆ‌ରୁ
ଅଭିମାନ
ନିର୍ଦ୍ଦେଶକସାଧୁ ମେହେର
ଚିତ୍ରନାଟ୍ୟସାଧୁ ମେହେର
କାହାଣୀଆନନ୍ଦ ଶଙ୍କର ଦାସ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶରତ ପୂଜାରୀ, ଅଜିତ ଦାସ
ସଙ୍ଗୀତରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୭ ମଇ ୧୯୭୭
ଦେଶଭାରତ
ଭାଷାଓଡ଼ିଆ

ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ କଥାଚିତ୍ର ଅଭିମାନ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୨][୩] ନିର୍ଦ୍ଦେଶକ ଭାବରେ ସାଧୁ ମେହେର[୪] ଓ ଅଭିନେତା ଭାବେ ଉତ୍ତମ ମହାନ୍ତିଙ୍କର ଏହା ଥିଲା ପ୍ରଥମ ଓଡ଼ିଆ କଥାଚିତ୍ର ।[୫][୬]

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

  • କାହିଁ ଗଲେ ବନ୍ଧୁରେ
  • ଭଷା ମେଘ ମୁଁ ଯେ ଭାସିଯଏ ଦୂରେ
  • ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ

ଆଧାର[ସମ୍ପାଦନା]

  1. Indian Cinema. Directorate of Film Festivals, Ministry of Information and Broadcasting. 1991.
  2. "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ସମ୍ବିତଙ୍କୁ ମରଣୋତ୍ତର ସମ୍ମାନ, ରବିଶଙ୍କରଙ୍କୁ ଜୟଦେବ". Sambad (in ଆମେରିକୀୟ ଇଂରାଜୀ). 2019-03-01. Retrieved 2019-08-18.
  3. Indian Films. 1978.
  4. T. M. Ramachandran; S. Rukmini (1 January 1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
  5. "ଅତୀତରୁ". Dharitri. Retrieved 5 May 2016.
  6. "ପୁନରୁଦ୍ଧାର ହେବ 'ଅଭିମାନ'". Sambad (in ଆମେରିକୀୟ ଇଂରାଜୀ). 2018-09-15. Retrieved 2019-08-18.
  7. "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  8. "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
  9. "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
  10. "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.

ବାହାର ଆଧାର[ସମ୍ପାଦନା]