ଅଭିମାନ

ଉଇକିପିଡ଼ିଆ ରୁ
Jump to navigation Jump to search
ଅଭିମାନ
ନିର୍ଦ୍ଦେଶକସାଧୁ ମେହେର
ଚିତ୍ରନାଟ୍ୟସାଧୁ ମେହେର
କାହାଣୀଆନନ୍ଦ ଶଙ୍କର ଦାସ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶରତ ପୂଜାରୀ, ଅଜିତ ଦାସ
ସଙ୍ଗୀତରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୭ ମଇ ୧୯୭୭
ଦେଶଭାରତ
ଭାଷାଓଡ଼ିଆ

ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ କଥାଚିତ୍ର ଅଭିମାନ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୨][୩] ନିର୍ଦ୍ଦେଶକ ଭାବରେ ସାଧୁ ମେହେର[୪] ଓ ଅଭିନେତା ଭାବେ ଉତ୍ତମ ମହାନ୍ତିଙ୍କର ଏହା ଥିଲା ପ୍ରଥମ ଓଡ଼ିଆ କଥାଚିତ୍ର ।[୫][୬]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଅଭିମାନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

  • କାହିଁ ଗଲେ ବନ୍ଧୁରେ
  • ଭଷା ମେଘ ମୁଁ ଯେ ଭାସିଯଏ ଦୂରେ
  • ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ

ଆଧାର[ସମ୍ପାଦନା]

  1. Indian Cinema. Directorate of Film Festivals, Ministry of Information and Broadcasting. 1991.
  2. "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ସମ୍ବିତଙ୍କୁ ମରଣୋତ୍ତର ସମ୍ମାନ, ରବିଶଙ୍କରଙ୍କୁ ଜୟଦେବ". Sambad (in ଇଂରାଜୀ). 2019-03-01. Retrieved 2019-08-18.
  3. Indian Films. 1978.
  4. T. M. Ramachandran; S. Rukmini (1 January 1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
  5. "ଅତୀତରୁ". Dharitri. Retrieved 5 May 2016.
  6. "ପୁନରୁଦ୍ଧାର ହେବ 'ଅଭିମାନ'". Sambad (in ଇଂରାଜୀ). 2018-09-15. Retrieved 2019-08-18.

ବାହାର ଆଧାର[ସମ୍ପାଦନା]