କନକଲତା

ଉଇକିପିଡ଼ିଆ‌ରୁ
କନକଲତା
କନକଲତା କଥାଚିତ୍ର ପୋଷ୍ଟର
ନିର୍ଦ୍ଦେଶକଘନଶ୍ୟାମ ମହାପାତ୍ର
ପ୍ରଯୋଜକଘନଶ୍ୟାମ ମହାପାତ୍ର
ଚିତ୍ରନାଟ୍ୟବସନ୍ତ ମହାପାତ୍ର
କାହାଣୀନନ୍ଦ କିଶୋର ବଳ
କଳାକାରହରିଶ ମହାପାତ୍ର, ସୁଜାତା ଆନନ୍ଦ, ନମ୍ରତା ଦାସ
ସଙ୍ଗୀତବାଳକୃଷ୍ଣ ଦାଶ
ମୁକ୍ତିଲାଭ ତାରିଖ
୩ ଜୁନ ୧୯୭୩
କଥାଚିତ୍ରର ସମୟ
୧୬୧ ମିନଟ
ଦେଶଭାରତ
ଭାଷାଓଡ଼ିଆ

କନକଲତା ଘନଶ୍ୟାମ ମହାପାତ୍ରଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ[୧] ୧୯୭୩ ମସିହାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର [୨] ମୁକ୍ତିଲାଭ କରିଥିଲା ।[୩] ଚଳଚ୍ଚିତ୍ରଟି ପଲ୍ଲୀକବି ନନ୍ଦ କିଶୋର ବଳଙ୍କର ସମନାମ ଥିବା ଉପନ୍ୟାସ ଉପରେ ଆଧାରିତ ଥିଲା ।[୪][୫][୬]

ଅଭିନୟରେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ପ୍ରଯୋଜକ-ନିର୍ଦ୍ଦେଶକ ଘନଶ୍ୟାମ". odishanewsnitidin.com. Archived from the original on ୨୮ ଫେବୃଆରୀ ୨୦୨୧. Retrieved 28 February 2021. {{cite web}}: Check date values in: |archivedate= (help)
  2. Indian Films. B. V. Dharap. 1974.
  3. Cuttack Review of Literature, Criticiscm & Ideas. S. Patnaik. 1982.
  4. http://www.orissadiary.com/CurrentNews.asp?id=27665
  5. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  6. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  7. http://www.welcomeorissa.com/oriya_film_industry.php

ବାହାର ଆଧାର[ସମ୍ପାଦନା]