ଏଇ ତ ଦୁନିଆଁ
ଦେଖଣା
ଏଇ ତ ଦୁନିଆଁ | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସିନ[୧] |
ପ୍ରଯୋଜକ | ବସନ୍ତ ନାୟକ[୨] |
ସଂଳାପ | (ସଂଳାପ): ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ମହମ୍ମଦ ମହସିନ |
କାହାଣୀ | ମହମ୍ମଦ ମହସିନ |
କଳାକାର | ଦେବୁ ବୋଷ, ସୁଜାତା ଆନନ୍ଦ, ମିହିର ଦାସ, ଉତ୍ତମ ମହାନ୍ତି |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଦିଲ୍ଲିପ |
ମୁକ୍ତିଲାଭ ତାରିଖ | ୧୯୮୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ[୩] ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଏଇ ତ ଦୁନିଆଁ ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]- ଦେବୁ ବୋଷ
- ସୁଜାତା ଆନନ୍ଦ
- ଅନିତା ଦାସ
- ମିହିର ଦାସ[୫]
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ଉତ୍ତମ ମହାନ୍ତି
- ଜୟୀରାମ ସାମଲ
- ମହମ୍ମଦ ମହସୀନ[୬]
- ନରେନ୍ଦ୍ର କୁମାର ବେହେରା (ନରି)
- ଅଜିତ ଦାସ[୭]
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଅକ୍ଷୟ ମହାନ୍ତି[୩]
- ଗୀତିକାର: ଶିର୍ଷାନନ୍ଦ ଦାସ କାନୁନଗୋ
- ପ୍ରଚ୍ଛଦପଟ ଗାୟକ:
ଗୀତ
[ସମ୍ପାଦନା]- ଗୀତ
ଆଧାର
[ସମ୍ପାଦନା]- ↑ "ଏହି ସିନେମାରେ ଓଲିଉଡ୍ର ନାମୀ ନିର୍ଦ୍ଦେଶକ ସାଜିଥିଲେ ଶିକ୍ଷକ". sambad.in. 5 September 2017. Archived from the original on 11 September 2017. Retrieved 8 September 2017.
- ↑ http://www.sify.com/movies/oriya-filmmaker-basant-nayak-passes-away-news-national-lg1nkghjchisi.html
- ↑ ୩.୦ ୩.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ http://timesofindia.indiatimes.com/city/bhubaneswar/Renowned-Oriya-filmmaker-Basant-Nayak-no-more/articleshow/9017292.cms
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଆର୍କାଇଭ୍ କପି". Archived from the original on 2015-09-24. Retrieved 2016-01-19.
{{cite web}}
: Cite has empty unknown parameter:|1=
(help) - ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏଇ ତ ଦୁନିଆଁ