ଆସୁଛି ମୋ କାଳିଆସୁନା
Appearance
ଆସୁଛି ମୋ କାଳିଆସୁନା | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ଅମିୟ ରଞ୍ଜନ ପଟ୍ଟନାୟକ |
ସଂଳାପ | ଶିର୍ଷାନନ୍ଦ ଦାସ୍ କାନୁନ୍ଗୋ |
ଚିତ୍ରନାଟ୍ୟ | ରାଜୁ ମିଶ୍ର[୧] |
କାହାଣୀ | ରାଜୁ ମିଶ୍ର |
କଳାକାର | ସୁଜାତା ଆନନ୍ଦ, ବିଜୟ ମହାନ୍ତି, ନେତ୍ରାନନ୍ଦ, ଦେବୁ ବୋଷ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ଦେବେନ୍ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧୬ଲକ୍ଷ ୪୫ହଜାର |
ଆସୁଚି ମୋ କାଳିଆ ସୁନା, ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ର ପ୍ରଯୋଜନା କରିଥିଲେ ଅମିୟ ରଞ୍ଜନ ପଟ୍ଟନାୟକ ।[୪] ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରାଜୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫][୬][୭]
ସୁଜାତା ଆନନ୍ଦ, ଅଶୃମୋଚନ ମହାନ୍ତି, ବିଜୟ ମହାନ୍ତି, ଦେବୁ ବୋଷ, ମୋହିନି, ପ୍ରେମାଞ୍ଜନ ପରିଡା, ରାଇମୋହନ, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ନେତ୍ରାନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସୁଜାତା ଆନନ୍ଦ
- ଅଶୃମୋଚନ ମହାନ୍ତି
- ବିଜୟ ମହାନ୍ତି
- ଦେବୁ ବୋଷ
- ମୋହିନି
- ପ୍ରେମାଞ୍ଜନ ପରିଡା
- ରାଇମୋହନ
- ଜୟୀରାମ ସାମଲ
- ଦୁଃଖିରାମ ସ୍ୱାଇଁ
- ନେତ୍ରାନନ୍ଦ
ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୫]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2015-04-08. Retrieved 2016-01-16.
{{cite web}}
: Cite has empty unknown parameter:|1=
(help) - ↑ ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Archived from the original (PDF) on 14 October 2020. Retrieved 14 January 2019.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
- ↑ ୫.୦ ୫.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ Indian Cinema. Directorate of Film Festivals, Ministry of Information and Broadcasting. 1993.
- ↑ "Raju Mishra gets Jaydev award - Times of India". The Times of India. Retrieved 27 August 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆସୁଛି ମୋ କାଳିଆସୁନା