ଆସୁଛି ମୋ କାଳିଆସୁନା

ଉଇକିପିଡ଼ିଆ‌ରୁ
ଆସୁଛି ମୋ କାଳିଆସୁନା
ନିର୍ଦ୍ଦେଶକରାଜୁ ମିଶ୍ର
ପ୍ରଯୋଜକଅମିୟ ରଞ୍ଜନ ପଟ୍ଟନାୟକ
ସଂଳାପଶିର୍ଷାନନ୍ଦ ଦାସ୍ କାନୁନ୍‌ଗୋ
ଚିତ୍ରନାଟ୍ୟରାଜୁ ମିଶ୍ର[୧]
କାହାଣୀରାଜୁ ମିଶ୍ର
କଳାକାରସୁଜାତା ଆନନ୍ଦ, ବିଜୟ ମହାନ୍ତି, ନେତ୍ରାନନ୍ଦ, ଦେବୁ ବୋଷ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକଦେବେନ୍ ମିଶ୍ର
ମୁକ୍ତିଲାଭ ତାରିଖ
୧୯୮୯
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୬ଲକ୍ଷ ୪୫ହଜାର

ଆସୁଚି ମୋ କାଳିଆ ସୁନା, ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ର ପ୍ରଯୋଜନା କରିଥିଲେ ଅମିୟ ରଞ୍ଜନ ପଟ୍ଟନାୟକ ।[୪] ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରାଜୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫][୬][୭]

ସୁଜାତା ଆନନ୍ଦ, ଅଶୃମୋଚନ ମହାନ୍ତି, ବିଜୟ ମହାନ୍ତି, ଦେବୁ ବୋଷ, ମୋହିନି, ପ୍ରେମାଞ୍ଜନ ପରିଡା, ରାଇମୋହନ, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ନେତ୍ରାନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୫]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2015-04-08. Retrieved 2016-01-16. {{cite web}}: Cite has empty unknown parameter: |1= (help)
  2. ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Retrieved 14 January 2019.
  3. Orissa reference: glimpses of Orissa. TechnoCAD Systems. 2001.
  4. "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
  5. ୫.୦ ୫.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  6. Indian Cinema. Directorate of Film Festivals, Ministry of Information and Broadcasting. 1993.
  7. "Raju Mishra gets Jaydev award - Times of India". The Times of India. Retrieved 27 August 2018.

ବାହାର ଆଧାର[ସମ୍ପାଦନା]