ଭାଗ୍ୟ ହାତେ ଡୋରି
ଦେଖଣା
ଭାଗ୍ୟ ହାତେ ଡୋରି | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ସୁବାସ ରାଉତ |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କଳାକାର | ଉତ୍ତମ ମହାନ୍ତି ବିଜୟ ମହାନ୍ତି ମହାଶ୍ୱେତା ରାୟ ତନ୍ଦ୍ରା ରାୟ |
ଚିତ୍ରଗ୍ରହଣ | ଶାମ୍ବା |
ସମ୍ପାଦକ | ଦେବେନ ମିଶ୍ର[୧][୨] |
ମୁକ୍ତିଲାଭ ତାରିଖ | ୧୯୯୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୭୮,୨୦,୦୦୦ |
ଭାଗ୍ୟ ହାତରେ ଡୋରି, ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ରାଉତ ।[୩] ନିର୍ଦ୍ଦେଶକ ହର ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪]
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି
- ମିହିର ଦାସ[୫]
- ଦେବୁ ବୋଷ
- ହର ପଟ୍ଟନାୟକ
- ବ୍ୟୋମକେଶ ତ୍ରିପାଠୀ
- ଜୟୀରାମ ସାମଲ
- ମହାଶ୍ୱେତା ରାୟ
- ତନ୍ଦ୍ରା ରାୟ
- ସୁଜାତା ଆନନ୍ଦ
- ରୁନୁ ପରିଜା
- ରେଖା ଜୈନ
ଆଧାର
[ସମ୍ପାଦନା]- ↑ "ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ". ସମ୍ବାଦ. sambad.in. 16 August 2020. Retrieved 9 September 2020.
- ↑ "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. 16 August 2020. Retrieved 9 September 2020.
- ↑ "ବିଶିଷ୍ଟ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". PrameyaNews7 (in Odia). Odisha. 22 September 2018. Archived from the original on 13 October 2020. Retrieved 15 January 2019.
{{cite news}}
: CS1 maint: unrecognized language (link) - ↑ Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.
{{cite news}}
: CS1 maint: unrecognized language (link) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭାଗ୍ୟ ହାତେ ଡୋରି