ଚିଲିକା ତୀରେ
ଦେଖଣା
| ଚିଲିକା ତୀରେ | |
|---|---|
![]() | |
| ନିର୍ଦ୍ଦେଶକ | ବିପ୍ଳବ ରାୟଚୌଧୁରୀ |
| ପ୍ରଯୋଜକ | ଶ୍ୟାମଘନ ରାୟଚୌଧୁରୀ |
| ଚିତ୍ରନାଟ୍ୟ | ବିପ୍ଳବ ରାୟଚୌଧୁରୀ |
| କାହାଣୀ | ଶ୍ୟାମଘନ ରାୟଚୌଧୁରୀ |
| କଳାକାର | ବିଜୟ ମହାନ୍ତି, ତନ୍ଦ୍ରା ରାୟ, ହେମନ୍ତ ଦାସ, ସୁଜାତା ଆନନ୍ଦ |
| ସଙ୍ଗୀତ | ଶାନ୍ତନୁ ମହାପାତ୍ର |
| ଚିତ୍ରଗ୍ରହଣ | ପିଣ୍ଟୁ ଦାଶଗୁପ୍ତା |
| ସମ୍ପାଦକ | ବିପ୍ଳବ ରାୟଚୌଧୁରୀ |
ମୁକ୍ତିଲାଭ ତାରିଖ | ୩୧ ଡିସେମ୍ବର ୧୯୭୭ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
'ଚିଲିକା ତୀରେ' ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୧][୨][୩] ସଙ୍ଗୀତ ଶାନ୍ତନୁ ମହାପାତ୍ର ଗୀତ ଗୁଡ଼ିକର ସାରଣୀ
| ଗୀତ | ଗୀତିକାର | ଗାୟକ / ଗାୟିକା |
|---|---|---|
| ୧) ମାଝିରେ ଉଆସ ରାତି | ଶିବବ୍ରତ ଦାସ | ପ୍ରଣବ ପଟ୍ଟନାୟକ |
| ୨) ସୁଲସୁଲିଆ ଚୁଲବୁଲିଆ | ଶିବବ୍ରତ ଦାସ | ନିର୍ମଳା ମିଶ୍ର ଓ ବସନ୍ତ ଦାସ |
| ୩) କଇଁଚ ନୁହେଁ କି କଙ୍କଡ଼ା | ଶିବବ୍ରତ ଦାସ | ପ୍ରଫୁଲ୍ଲ କର, ବସନ୍ତ ଦାସ, ଓ ସାଥୀ |
| ୪) ଜଗତପତି ହେ | ଶିବବ୍ରତ ଦାସ | ଦେବାଶିଷ ମହାପାତ୍ର |
| ୫) ଯା ଯାରେ ଭାସି ଯା | ଶିବବ୍ରତ ଦାସ | ନିର୍ମଳା ମିଶ୍ର |
| ୬) ପିମ୍ପୁଡ଼ି ବାପୁଡ଼ା ବାହା | ଶିବବ୍ରତ ଦାସ | ଚିତ୍ତ ଜେନା ଓ ଇନ୍ଦ୍ରାଣୀ ମିଶ୍ର |
| ୭) ଉର୍ମି ଅଧୀରା ରୂପସୀ ଚିଲିକା | ଶିବବ୍ରତ ଦାସ | ପ୍ରଣବ ପଟ୍ଟନାୟକ |
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଚିଲିକା ତୀରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୪]
- ବିଜୟ ମହାନ୍ତି : ଏହା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ।[୫][୬]
- ତନ୍ଦ୍ରା ରାୟ : ଏହା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ।[୭]
- ହେମନ୍ତ ଦାସ
- ସୁଜାତା ଆନନ୍ଦ
- ଅଶୋକ ଚକ୍ରବର୍ତ୍ତୀ
- ରୁନୁ ବୋଷ
- ଅକ୍ଷୟ ମହାନ୍ତି (କାଶ୍ୟପ)
- ନିତ୍ୟାନନ୍ଦ ମିଶ୍ର
- ବିଜୟ ମିଶ୍ର
- ପ୍ରୀତି ପଟ୍ଟନାୟକ
- ମଞ୍ଜୁ ପ୍ରଧାନ
- ରାଧାରାଣୀ[୮]
ଆଧାର
[ସମ୍ପାଦନା]- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 68–. ISBN 978-1-136-77284-9.
- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
- ↑ "ଚିଲିକା ତୀରେ". ନଜର୍ (ନିତିଦିନ). Archived from the original on 2020-10-17. Retrieved 19 December 2016.
- ↑ "ଆର୍କାଇଭ୍ କପି". Archived from the original on 2016-05-07. Retrieved 2015-11-26.
{{cite web}}: Cite has empty unknown parameter:|1=(help) - ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
- ↑ Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
- ↑ "ଆର୍କାଇଭ୍ କପି". Archived from the original on 2020-03-28. Retrieved 2015-11-26.
{{cite web}}: Cite has empty unknown parameter:|1=(help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚିଲିକା ତୀରେ
