ମମତାର ଡୋରି
ଦେଖଣା
ମମତାର ଡୋରି | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସିନ |
ପ୍ରଯୋଜକ | ଏ. ଆହଟ |
ଚିତ୍ରନାଟ୍ୟ | ମହମ୍ମଦ ମହସିନ |
କାହାଣୀ | ମହମ୍ମଦ ମହସିନ |
କଳାକାର | ସୁଜାତା ଆନନ୍ଦ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଶ୍ରୀରାମ ପଣ୍ଡା |
ଚିତ୍ରଗ୍ରହଣ | ଦିଲ୍ଲିପ ରାୟ |
ସମ୍ପାଦକ | ମୁକ୍ତାର ଅହମ୍ମଦ |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୪୫ଲକ୍ଷ ୨୫ହଜାର |
ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମମତାର ଡୋରି ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ସୁଜାତା ଆନନ୍ଦ
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ଦେବୁ ବୋଷ
- ଅଜିତ ଦାସ[୩]
- ହେମନ୍ତ ଦାସ[୪]
- ଅକ୍ଷୟ ମହାନ୍ତି (କାଶ୍ୟପ)
- ମୁନ୍ନା ଖାଁ
- ମହମ୍ମଦ ମହସିନ
- କୋଇଲି
- ଶ୍ରୀରାମ ପଣ୍ଡା
- ଜୟୀରାମ ସାମଲ
- ଦେବୁ ବର୍ମା
ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997.
{{cite news}}
:|access-date=
requires|url=
(help) - ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link) - ↑ III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମମତାର ଡୋରି