ମୁକ୍ତି (କଥାଚିତ୍ର)
ଦେଖଣା
| ମୁକ୍ତି | |
|---|---|
| ନିର୍ଦ୍ଦେଶକ | ବ୍ୟୋମକେଶ ତ୍ରିପାଠୀ |
| ଚିତ୍ରନାଟ୍ୟ | ବ୍ୟୋମକେଶ ତ୍ରିପାଠୀ |
| କାହାଣୀ | ରତ୍ନ ଦୀପ |
| କଳାକାର | ସୁଜାତା ଆନନ୍ଦ, ଅନିତା ଦାସ, ଦୁର୍ଲ୍ଲଭ |
| ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ଅପ୍ରେଲ ୧୯୭୭ |
କଥାଚିତ୍ରର ସମୟ | ୧୫୪ ମିନଟ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ମୁକ୍ତି, ୧୯୭୭ ମସିହାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର । ଏହା ବ୍ୟୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ, ମମତା ପ୍ରଡ଼କ୍ସନର ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର 'ମୁକ୍ତି'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ
[ସମ୍ପାଦନା]ଏଥିରେ ଗୀତିକାର ଶିବବ୍ରତ ଦାସ, ପ୍ରଫୁଲ୍ଲ କର ଓ ବଳଦେବ ରଥଙ୍କ ରଚିତ ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ପ୍ରଫୁଲ୍ଲ କର । 'ମୁକ୍ତି'ର ଗୀତଗୁଡ଼ିକରେ ସିକନ୍ଦର ଆଲାମ, ବାଣୀ ଜୟରାମ, ସୁଧା ଓ ରଘୁନାଥ ପାଣିଗ୍ରାହୀ ପ୍ରମୁଖ କଣ୍ଠଦାନ କରିଥିଲେ ।
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁକ୍ତି