ସେରାଙ୍ଗ
ଦେଖଣା
(Serangoରୁ ଲେଉଟି ଆସିଛି)
ସେରାଙ୍ଗ | |
|---|---|
ସହର | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଗଜପତି |
| Population (2011) | |
| • Total | ୨,୪୧୫ |
| ଭାଷା | |
| • ସରକାରୀ | ଓଡ଼ିଆ |
| • ଆଞ୍ଚଳିକ | ଓଡ଼ିଆ, ତେଲୁଗୁ, ହିନ୍ଦୀ, ଓ ଇଁରାଜୀ |
| Time zone | UTC+5:30 (IST) |
| ପିନ କୋଡ଼ | ୭୬୧ ୨୦୭ |
| ଟେଲିଫୋନ କୋଡ଼ | ୯୧-୬୮୧୭ |
| ଯାନବାହାନ ପଞ୍ଚୀକରଣ | OD-20 |
| Website | gajapati |
ସେରାଙ୍ଗ ଓଡ଼ିଶାର ଗଜପତି ଜିଲ୍ଲାର ଗୁମ୍ମା ତହସିଲ ଏକ ସହର ।[୧]
ଭୂଗୋଳ
[ସମ୍ପାଦନା]ଏହା ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିଠାରୁ ମାତ୍ର ୩୩ କି.ମି. ଦୂରରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସହରର ମୋଟ ଜନସଂଖ୍ୟା ୨୪୧୫ ଅଟେ । ତନ୍ମଧ୍ୟରୁ ପୁରୁଷ ୧୨୪୮ ଏବଂ ମହିଳା ୧୧୬୭ । [୨] ସେଥି ମଧ୍ୟରୁ ୫୦.୫୯% ଜଣ ପରୁଷ ହୋଇଥିବା ବେଳେ ୪୯.୪୧% ଜଣ ନାରୀ ଅଟନ୍ତି । ସହରର ସାକ୍ଷରତା ହାର ୭୮.୪୯% ଅଟେ । ୨୯୦ ଜଣ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଓଡ଼ିଆ ସେରାଙ୍ଗର ସରକାରୀ ଭାଷା ଅଟେ । ତେବେ ତେଲୁଗୁ ଏବଂ ହିନ୍ଦୀ ଭାଷା ମଧ୍ୟ ଏଠାରେ ବ୍ୟବହାର ଦୁଏ ।
ଆଧାର
[ସମ୍ପାଦନା]- ↑ "About Serango". Retrieved 12 July 2017.
- ↑ ୨.୦ ୨.୧ "Serango Population - Gajapati, Orissa".
| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |