ସେରାଙ୍ଗ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସେରାଙ୍ଗ
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଜପତି
Population
 (2011)
 • Total୨,୪୧୫
ଭାଷା
 • ସରକାରୀଓଡ଼ିଆ
 • ଆଞ୍ଚଳିକଓଡ଼ିଆ, ତେଲୁଗୁ, ହିନ୍ଦୀ, ଓ ଇଁରାଜୀ
Time zoneUTC+5:30 (IST)
ପିନ କୋଡ଼
୭୬୧ ୨୦୭
ଟେଲିଫୋନ କୋଡ଼୯୧-୬୮୧୭
ଯାନବାହାନ ପଞ୍ଚୀକରଣOD-20
Websitegajapati.nic.in

ସେରାଙ୍ଗ ଓଡ଼ିଶାର ଗଜପତି ଜିଲ୍ଲାର ଗୁମ୍ମା ତହସିଲ ଏକ ସହର ।[୧]

ଭୂଗୋଳ[ସମ୍ପାଦନା]

ଏହା ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିଠାରୁ ମାତ୍ର ୩୩ କି.ମି. ଦୂରରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସହରର ମୋଟ ଜନସଂଖ୍ୟା ୨୪୧୫ ଅଟେ । ତନ୍ମଧ୍ୟରୁ ପୁରୁଷ ୧୨୪୮ ଏବଂ ମହିଳା ୧୧୬୭ । [୨] ସେଥି ମଧ୍ୟରୁ ୫୦.୫୯% ଜଣ ପରୁଷ ହୋଇଥିବା ବେଳେ ୪୯.୪୧% ଜଣ ନାରୀ ଅଟନ୍ତି । ସହରର ସାକ୍ଷରତା ହାର ୭୮.୪୯% ଅଟେ । ୨୯୦ ଜଣ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଓଡ଼ିଆ ସେରାଙ୍ଗର ସରକାରୀ ଭାଷା ଅଟେ । ତେବେ ତେଲୁଗୁ ଏବଂ ହିନ୍ଦୀ ଭାଷା ମଧ୍ୟ ଏଠାରେ ବ୍ୟବହାର ଦୁଏ ।

ଆଧାର[ସମ୍ପାଦନା]

  1. "About Serango". Retrieved 12 July 2017.
  2. ୨.୦ ୨.୧ "Serango Population - Gajapati, Orissa".