ହିନ୍ଦୋଳ

ଉଇକିପିଡ଼ିଆ‌ରୁ
(Hindolରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ହିନ୍ଦୋଳ
ଗାଁ, ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଢେଙ୍କାନାଳ
ପଞ୍ଚାୟତ ସମିତିହିନ୍ଦୋଳ
ଗ୍ରାମ ପଞ୍ଚାୟତଗ୍ରାମ ପଞ୍ଚାୟତ ନାମ
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୯୦୨୨[୧]
Area code୦୬୭୩୨[୨]
ଯାନବାହାନ ପଞ୍ଚୀକରଣOR-06

ହିନ୍ଦୋଳ,ଢେଙ୍କାନାଳ ଜିଲ୍ଲାର ଏକ ତହସିଲ ଅଟେ।

ଅବସ୍ଥିତି[ସମ୍ପାଦନା]

୨୯ କିଲୋମିଟର ଜାତୀୟ ରାଜପଥଠାରୁ ଦୂରତାରେ ଅବସ୍ଥିତ ।

ମା ରତ୍ନେଶ୍ୱରି ହେଉଛନ୍ତି ହିନ୍ଦୋଳର ପ୍ରମୁଖ ଦେବୀ। ମାଙ୍କ ମହିମା ଜୀବନ୍ତ ଏଠି। ମାଙ୍କୁ କେହି ମା ରଙ୍କେଇ ବୋଲି ମଧ୍ୟ କୁହନ୍ତି , ଓ ଏହି ରଙ୍କେଇ ମନ୍ଦିରଟି ହିନ୍ଦୋଳର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ

ଆଧାର[ସମ୍ପାଦନା]