ଦେବ୍ରାଜ ଲେଙ୍କା
ଦେଖଣା
(Debraj Lenkaରୁ ଲେଉଟି ଆସିଛି)
ଦେବ୍ରାଜ ଲେଙ୍କା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୩୮[୧] କୁଶପଙ୍ଗୀ, ବାଙ୍କୀ, କଟକ |
ବୃତ୍ତି | ଗାଳ୍ପିକ ଓ ଔପନ୍ୟାସିକ |
ଭାଷା | ଓଡ଼ିଆ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଦେବ୍ରାଜ ଲେଙ୍କା, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।[୨] ସେ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମରେ ତା ୨୪ ମେ ୧୯୩୯ରେ ଜନ୍ମଗ୍ରହଣ କରିଥିଲେ । ସାଧାରଣ ଲୋକଙ୍କ ଭଷାରେ ଲେଖୁଥିବା ଦେବ୍ରାଜ ନିଜ ଲେଖା ସଂପର୍କରେ କୁହନ୍ତି 'ମୁଁ ପ୍ରଥମେ ନିଜ ପାଇଁ ଲେଖେ, ତା' ପରେ ମୋ ପସନ୍ଦ ହେଲେ ପ୍ରକାଶନ ପାଇଁ ବାହାରକୁ ଛାଡ଼େ' । ପ୍ରଚଳିତ ଧାରାର ବିପରୀତ ଦିଗରେ ବାଟ ଚାଲୁଥିବା ଏହି ଲେଖକ ଏହା ମଧ୍ୟ ସ୍ୱୀକାର କରନ୍ତି 'ମୁଁ ଅମଡ଼ା ବାଟରେ ଚାଲେ' ।
ପ୍ରକାଶିତ ପୁସ୍ତକ
[ସମ୍ପାଦନା]ଉପନ୍ୟାସ:
- ଅନ୍ଧ ମୁହାଁଣୀ
- ଖେଳ[୩]
- ପ୍ରେମ ନଗରର ଅନେକ କଥା
- ପାଉଁଶଗଦାର ସୁନାର ଧୂଳି ମୋ ଧନମାଳି
- ସେ' କାଳ ପଖାଳ
- ଅକାତକାତ
- ଯା' ରେ ଭାସି ଭାସି ଯା'[୪]
- ଲାଗା ଚୁନରୀ ମେ ଦାଗ୍
- ଜୀବନର ରଙ୍ଗ
- ଫୁଲନ୍[୫]
- ଜୋକର
- ଧୂର ପୃଥିବୀର ତରା
- ସତ୍ୟପାଠ
- ଝିଅ କାନ୍ଦୁଛି
ଗଳ୍ପ:
- ଦେବ୍ରାଜର ଅର୍କେଷ୍ଟ୍ରା (୧୯୭୫)
- ଗାଁ ଗାଁ ଆହା ଆହା
- ଗପ ମସିହା ୨୦୦୦
- ଜୀବନ ସଂଗୀତ
- କ୍ରାଇସିସ୍
- ଦେବ୍ରାଜ ଲେଙ୍କାଙ୍କ ବଛା ବଛା ଗଳ୍ପ[୬]
- ଅକାତ କାତ ଓ ଅନ୍ୟାନ୍ୟ ଗଳ୍ପ[୭]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (ଗାଁ ଗାଁ ଆହା ଆହା)[୮][୯]
- ବିଶ୍ୱନାଥ ପଶାୟତ ଶତବାର୍ଷିକୀ ସମ୍ମାନ[୧୦]
- କା ସମ୍ମାନ - ୨୦୦୯[୧୧]
- ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର[୧୨]
- ଜେମା-ସାମନ୍ତ ସୃଜନୀ ପୁରସ୍କାର(ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୮[୧୩]
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୭
ଆଧାର
[ସମ୍ପାଦନା]- ↑ Accessions List, India. January 1976.
- ↑ Books India. National Book Trust. 1973.
- ↑ "Khela By Debraj Lenka". Ritikart (in ଇଂରାଜୀ). Retrieved 2024-08-31.
- ↑ "Jare Vasi Vasi Ja By Debraj Lenka". www.odiabookbazar.com. Retrieved 2024-08-31.
- ↑ "Fulan By Debraj Lenka". www.odiabookbazar.com. Retrieved 2024-08-31.
- ↑ www.odishanticstore.com https://www.odishanticstore.com/product/debraj-lenkanka-bacha-bacha-galpa-by-debraj-lenka. Retrieved 2024-08-31.
{{cite web}}
: Missing or empty|title=
(help) - ↑ "Akatakata O Anyanya Galpa By Debraja Lenka". Ritikart (in ଇଂରାଜୀ). Retrieved 2024-08-31.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 October 2016.
- ↑ http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
- ↑ Sarala Sahitya Sansad > About Us Archived 2016-06-17 at the Wayback Machine., accessdate: October 23, 2016
- ↑ http://www.thehindu.com/todays-paper/tp-national/tp-otherstates/ka-samman-conferred-on-eminent-writer-debaraj-lenka/article157668.ece
- ↑ "Poet Pratibha Satpathy to get Sahitya Bharati Samman". The Economic Times. Retrieved 23 October 2016.[permanent dead link]
- ↑ "ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଦିବସ". ସମ୍ବାଦ ୦୮/୦୫/୨୦୧୮ ପୃଷ୍ଠା ୧୧. Retrieved 8 May 2018.[permanent dead link]