ବାଲିବନ୍ଧ
ଦେଖଣା
ବାଲିବନ୍ଧ | |
|---|---|
ଗ୍ରାମ | |
| ଦେଶ | |
| ରାଜ୍ୟ | Odisha |
| ଜିଲ୍ଲା | କେନ୍ଦୁଝର ଜିଲ୍ଲା |
| Elevation | 430 m (1,410 ft) |
| Population (2011) | |
| • Total | ୨,୩୯୧ |
| ଭାଷା | |
| • ସରକାରୀ | Oriya |
| Time zone | UTC+5:30 (IST) |
| PIN | 758031 |
| ଯାନବାହାନ ପଞ୍ଚୀକରଣ | OR/୦୯ |
| Website | kendujhar |
ବାଲିବନ୍ଧ,କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଳକ ଅନ୍ତର୍ଗତ ଏକ ଛୋଟ ଗ୍ରାମ ।
ଅବସ୍ଥିତି
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ଗାଁର ମୋଟ ଜନସଂଖ୍ୟା ୨୩୯୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୧୬୭ ଏବଂ ମହିଳା ସଂଖ୍ୟା ୧୨୨୪ ।[୧] ଏହାର ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମ ସବୁ ହେଲା ରିମୁଳି, ଅର୍ସଲା ,ଚୌଠିଆ ଇତ୍ୟାଦି । ଏହା ଜିଲ୍ଲା ସଦର ମହକୁମା କେନ୍ଦୁଝରଠାରୁ ୩୦ କି.ମି. ଉତ୍ତରକୁ ଅବସ୍ଥ୍ଜିତ [୨]।
ପର୍ଯ୍ୟଟନ
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Balibandha Population". Retrieved 17 June 2017.
- ↑ "Balibandha". Retrieved 18 June 2017.