ରିମୁଳି
Appearance
ରିମୁଳି | |
---|---|
ଗ୍ରାମ | |
ଦେଶ | India |
ରାଜ୍ୟ | Odisha |
ଜିଲ୍ଲା | କେନ୍ଦୁଝର ଜିଲ୍ଲା |
Elevation | 430 m (1,410 ft) |
Population (2011) | |
• Total | ୪,୫୫୮ |
ଭାଷା | |
• ସରକାରୀ | Oriya |
Time zone | UTC+5:30 (IST) |
PIN | 758047 |
ଯାନବାହାନ ପଞ୍ଚୀକରଣ | OR/୦୯ |
Website | kendujhar |
ରିମୁଳି, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ଏକ ଛୋଟ ଗ୍ରାମ ।[୧]
ଅବସ୍ଥିତି
[ସମ୍ପାଦନା]ଏହା ଜିଲ୍ଲା ସଦର ମହକୁମା କେନ୍ଦୁଝରଠାରୁ ୩୯ କି.ମି.ଉତ୍ତରକୁ ଏବଂ ଚମ୍ପୁଆଠାରୁ ୧୫ କି.ମି. ଦୂରରେ ଅବସ୍ଥ୍ଜିତ ।[୨] ଏହାର ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମ ସବୁ ହେଲା ଅର୍ସଲା, ଚଉଠିଆ, ଜୋଡା ଇତ୍ୟାଦି ।
ପରିସଂଖ୍ୟାନ
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ଗାଁର ମୋଟ ଜନସଂଖ୍ୟା ୪୫୫୮। ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୨୨୭୮ ଏବଂ ମହିଳା ସଂଖ୍ୟା ୨୨୮୦ ।[୩]
ଅଧିକ ତଥ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Rimuli". Retrieved 11 July 2017.
- ↑ "Rimuli Population, Caste, Working Data Kendujhar, Odisha - Census 2011". Retrieved 11 July 2017.
- ↑ "Rimuli Population - Kendujhar, Orissa". Retrieved 11 July 2017.