ରିମୁଳି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ରିମୁଳି
ଗ୍ରାମ
ଦେଶ India
ରାଜ୍ୟOdisha
ଜିଲ୍ଲାକେନ୍ଦୁଝର ଜିଲ୍ଲା
Elevation
430 m (1,410 ft)
Population
 (2011)
 • Total୪,୫୫୮
ଭାଷା
 • ସରକାରୀOriya
Time zoneUTC+5:30 (IST)
PIN
758047
ଯାନବାହାନ ପଞ୍ଚୀକରଣOR/୦୯
Websitekendujhar.nic.in

ରିମୁଳି, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ଏକ ଛୋଟ ଗ୍ରାମ ।[୧]

ଅବସ୍ଥିତି[ସମ୍ପାଦନା]

ଏହା ଜିଲ୍ଲା ସଦର ମହକୁମା କେନ୍ଦୁଝରଠାରୁ ୩୯ କି.ମି.ଉତ୍ତରକୁ ଏବଂ ଚମ୍ପୁଆଠାରୁ ୧୫ କି.ମି. ଦୂରରେ ଅବସ୍ଥ୍ଜିତ ।[୨] ଏହାର ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମ ସବୁ ହେଲା ଅର୍ସଲା, ଚଉଠିଆ, ଜୋଡା ଇତ୍ୟାଦି ।

ପରିସଂଖ୍ୟାନ[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ଗାଁର ମୋଟ ଜନସଂଖ୍ୟା ୪୫୫୮। ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୨୨୭୮ ଏବଂ ମହିଳା ସଂଖ୍ୟା ୨୨୮୦ ।[୩]

ଅଧିକ ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Rimuli". Retrieved 11 July 2017.
  2. "Rimuli Population, Caste, Working Data Kendujhar, Odisha - Census 2011". Retrieved 11 July 2017.
  3. "Rimuli Population - Kendujhar, Orissa". Retrieved 11 July 2017.