କବିସୂର୍ଯ୍ୟ ନଗର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କବିସୂର୍ଯ୍ୟନଗର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
ବିଜ୍ଞାପିତ ଅଞ୍ଚଳ ପରିଷଦକବିସୂର୍ଯ୍ୟନଗର
ଭାଷାଓଡ଼ିଆ
Time zoneIST (+୫.୩୦)
ଡାକ କୋଡ଼
୭୬୧୧୦୯[୧]
Area code୦୬୮୨୨[୨]
ଯାନବାହାନ ପଞ୍ଚୀକରଣOR-07-x-xxxx

କବିସୂର୍ଯ୍ୟନଗର,ଗଞ୍ଜାମ ଜିଲ୍ଲାର ଏକ ପୁରାତନ ସହର ।

ପିତ୍ତଳ ଏବଂ ରସ ବାସନ ତିଆରି ପାଇଁ କବିସୂର୍ଯ୍ୟନଗର ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ ।

ଅବସ୍ଥିତି[ସମ୍ପାଦନା]

ଏହାର ପୁର୍ବ ନାମ ବୋଇରାଣୀ ଥିଲା । ୧୯୬୨ ମସିହରେ ହରେକୃଷ୍ଣ ମହତାବ ଏହାକୁ କବିସୂର୍ଯ୍ୟ ନଗର ନାମରେ ନାମିତ କରାଇଥିଲେ ।

ଇତିହାସ[ସମ୍ପାଦନା]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

  • ମା ମହାମାୟୀ ଠାକୁରାଣୀଙ୍କ ବିଜେସ୍ଥଲୀ


  • ଶ୍ରୀ ସିଦ୍ଧେଶ୍ୱର ମନ୍ଦିର

ଆଧାର[ସମ୍ପାଦନା]