ନଡ଼ିଆ ବରଫି
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା ଓ ଉତ୍ତର ଭାରତ |
ଖାଇବାର ସବିଶେଷ | |
ମୂଳ ଉପାଦାନ | ନଡ଼ିଆକୋରା, ଚିନି, କ୍ଷୀର , ଗୁଜୁରାତି, କାଜୁ |
ନଡ଼ିଆ ବରଫି ଭାରତରେ ତିଆରି କରା ଯାଉଥିବା ଏକ ମିଠାଇ।
ଉପାଦାନ[ସମ୍ପାଦନା]
ତିଆରି ପ୍ରଣାଳୀ[ସମ୍ପାଦନା]
ପ୍ରଥମେ କ୍ଷୀରକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ। ତା’ପରେ କୋରା ନଡ଼ିଆ ଓ କ୍ଷୀରକୁ ଗ୍ରାଇଣ୍ଡରରେ ପେଶି ନିଅନ୍ତୁ। ଏହି ମିଶ୍ରଣକୁ ଚୁଲିରେ ବସାଇ ବାରମ୍ବାର ଘାଣ୍ଟନ୍ତୁ। ୨୦ ମିନିଟ ପରେ ଚିନି, ଗୁଜୁରାତି ଓ କାଜୁ ପକାଇ ଘାଣ୍ଟନ୍ତୁ। କିଛି ସମୟପରେ ଥାଳିରେ ଗୁଆଘିଅ ମାରି ଢାଳି ଦିଅନ୍ତୁ। ୧୦ ମିନିଟ ଫ୍ରିଜରେ ରଖି କାଟି ପରସି ଦିଅନ୍ତୁ।
ଆଧାର[ସମ୍ପାଦନା]
- ଖାଆନ୍ତୁ ଓ ଖୁଆନ୍ତୁ – ସୀମା ବାରିକ - ପ୍ରଜାତନ୍ତ୍ର ସାପ୍ତାହିକୀ ୨୩ରୁ ୨୯ ଡିସେମ୍ବର ୨୦୦୧।