ଅନୁଗୋଳ ଜିଲ୍ଲା

ଉଇକିପିଡ଼ିଆ ରୁ
(ଅନୁଗୁଳ ଜିଲ୍ଲା ରୁ ଲେଉଟି ଆସିଛି)
ଅନୁଗୋଳ
—  ଜିଲ୍ଲା  —
ଅନୁଗୋଳ is located in ଓଡ଼ିଶା
ଅନୁଗୋଳ
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 20°47′N 85°10′E / 20.783°N 85.167°E / 20.783; 85.167ଦିଗବାରେଣି: 20°47′N 85°10′E / 20.783°N 85.167°E / 20.783; 85.167
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା ସମ୍ବଲପୁର, ଢେଙ୍କାନାଳ
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୫ଟି ଆସନ
୧. ପାଲଲହଡ଼ା (୫୯)
୨. ତାଳଚେର(୬୦)
୩. ଅନୁଗୋଳ(୬୧)
୪. ଛେଣ୍ଡିପଦା(୬୨)
୫. ଆଠମଲ୍ଲିକ(୬୩)
କ୍ଷେତ୍ରଫଳ
 - ଜିଲ୍ଲା ୬,୨୩୨ କି.ମି. (୨,୪୦୬.୨ ବ. ମି.)
ଲୋକସଂଖ୍ୟା (୨୦୧୧)
 - ଜିଲ୍ଲା
  • ଅନୁପାତ ୯୪୨ / (ପୁରୁଷ/ନାରୀ)
  • ଅନୁପାତ ୮୮୪ / (ପୁଅ/ଝିଅ)
 ମୋଟ ସାକ୍ଷରତା ହାର ୭୮.୯୬%
   • ପୁରୁଷ ୮୭.୦୬%
   • ନାରୀ ୭୦.୪୪%
 - ଘନତା ୧୯୯/କି.ମି. (୫୧୫.୪/ମାଇଲ)
 ନଗର
 ଗାଆଁ
 - ୬ ବର୍ଷରୁ କମ ଶିଶୁ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୫୯ ୧xx
ତାର (ଏସ୍.ଟି.ଡ଼ି) ୦୬୭୬x
ଗାଡ଼ି କୋଡ଼ OR-19
ଜିଲ୍ଲାପାଳ ଶିବ ପ୍ରସାଦ ମିଶ୍ର
ବେବସାଇଟ ମୁଖ୍ୟ ୱେବସାଇଟ


ଅନୁଗୋଳ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଅନୁଗୋଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟ ସହର ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଇତିହାସ କହେ

[ଏହାକୁ ବଦଳାନ୍ତୁ] ଭୂଗୋଳ

[ଏହାକୁ ବଦଳାନ୍ତୁ] ଜନସଂଖ୍ୟା

୨୦୧୧ ଜନଗଣନା[୧] ଅନୁସାରେ, ଅନୁଗୋଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୭୧,୭୦୩ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୬୫,୩୦୯ ଓ ସହରାଞ୍ଚଳରେ ୨,୦୬,୩୯୪ ଲୋକ ବାସ କରନ୍ତି [୨]

  • ପୁରୁଷ: ୬,୫୪,୮୯୮
  • ମହିଳା: ୬,୧୬,୮୦୫
    • ଛ ବର୍ଷରୁ କମ: ୧,୪୫,୬୦୯
  • ସାକ୍ଷରତା ହାର ୭୮.୯୬%
    • ପୁରୁଷ: ୮୭.୦୬%
    • ମହିଳା: ୭୦.୪୪%

[ଏହାକୁ ବଦଳାନ୍ତୁ] ସହର ନଜର

[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର


ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା