Jump to content

ବଡ଼ବିଲ

ଉଇକିପିଡ଼ିଆ‌ରୁ
(Barbilରୁ ଲେଉଟି ଆସିଛି)
ବଡ଼ବିଲ
ସହର (ପୌରପାଳିକା)
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାକେଉଁଝର
ଚମ୍ପୁଆ----
ଜୋଡା----
Area
 • ସମୁଦାୟ45 km2 (17 sq mi)
Elevation
477 m (1,565 ft)
Population
 (2001)
 • Total୫୨,୫୮୬
 • Density1,168/km2 (3,030/sq mi)
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (IST)
PIN
୭୫୮୦୩୫
ଟେଲିଫୋନ କୋଡ଼୦୬୭୬୭
ଯାନବାହାନ ପଞ୍ଚୀକରଣOD 09
Sex ratio894 /

ବଡ଼ବିଲ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ସହର ।[] ଏହା ଏକ ପୌରପାଳିକା । ଏହି ଅଞ୍ଛଳରେ ପ୍ରଚୁର ଲୁହାପଥର ଓ ମାଙ୍ଗାନିଜ ମହଜୁଦ ଅଛି। ଏଠାରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ପାଇଥାନ୍ତି। ବଡବିଲରେ ପ୍ରାୟତଃ ସମସ୍ତ ରାଜ୍ୟର ଅଧିବାସୀ ଓ ସମସ୍ତ ଭାଷାଭାଷୀ ଜୀବନ ଜାପନ କରିଥାନ୍ତି ।

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବଡ଼ବିଲ ସହରର ମୋଟ ଜନସଂଖ୍ୟା ୫୨୫୮୬ ।[] ସେଥି ମଧ୍ୟରୁ ୫୨.୫୦% ଜଣ ପରୁଷ ହୋଇଥିବା ବେଳେ ୪୭.୫୦% ଜଣ ନାରୀ ଅଟନ୍ତି । ବଡ଼ବିଲର ସାକ୍ଷରତା ହାର ୫୫.୮୨% । ଏହା ଜାତୀୟ ହାରଠାରୁ ୯.୦୨% ପ୍ରତିଶତ କମ । ସେଥିରୁ ୩୪.୧୩% ପ୍ରତିଶତ ପୁରୁଷ ଓ ୨୧.୬୯% ନାରୀ ଅଟନ୍ତି । ୧୬.୩୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ଓଡ଼ିଆ ବଡ଼ବିଲର ସରକାରୀ ଭାଷା ।

  1. "Barbil, Orissa". indianetzone.com. 2012. Retrieved 12 July 2012. Barbil is a town as well as a municipality in the Keonjhar district of the state of Orissa in India.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଆଧାର

[ସମ୍ପାଦନା]