କୁନ୍ଦୁରି ଭଜା
ଦେଖଣା
| ଆରମ୍ଭ | |
|---|---|
| ମୂଳ ଜାଗା | ଭାରତ |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | କୁନ୍ଦୁରି, ଆଳୁ, ଜିରା, ଲୁଣ, ସୋରିଷ, ହଳଦୀ ଗୁଣ୍ଡ |
କୁନ୍ଦୁରି ଭଜା ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ । କୁନ୍ଦୁରିକୁ ଛୋଟ ଛୋଟ ଖଣ୍ଡ କରି କାଟି ଆଳୁ, ଗୋଟା ସୋରିଷ, ହଳଦୀ, ଲୁଣ ଆଦି ଦେଇ ଭାଜି ଏହା ତିଆରି କରାଯାଇଥାଏ ।
ଉପାଦାନ
[ସମ୍ପାଦନା]ତିଆରି ପ୍ରଣାଳୀ
[ସମ୍ପାଦନା]କୁନ୍ଦୁରି ଓ ଆଳୁକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ହଳଦୀ ଗୋଳାଇ ପିଆଜ, ଗୋଟା ଜିରା ଓ ଗୋଟା ସୋରିଷକୁ ତେଲରେ ଭାଜି ଏହା ତିଆରି କରାଯାଇଥାଏ ।