ବାଇଗଣ ଭଜା

ଉଇକିପିଡ଼ିଆ‌ରୁ
ବାଇଗଣ ଭଜା
ଫାଳି ବାଇଗଣ ଭଜା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନବାଇଗଣ, ଲୁଣ, ହଳଦୀ ଗୁଣ୍ଡ

ବାଇଗଣ ଭଜା ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ । ବାଇଗଣକୁ ହଳଦୀ, ଲୁଣ ଆଦି ଦେଇ ଭାଜି ଏହା ତିଆରି କରାଯାଇଥାଏ ।

ଉପାଦାନ[ସମ୍ପାଦନା]

ପ୍ରକାର[ସମ୍ପାଦନା]

  • ଫାଳି ଭଜା:
ଏହା ବଡ଼ ବାଇଗଣକୁ ଲମ୍ବା ଲମ୍ବା ଭାଜିକରି ତିଆରି କରାଯାଇଥାଏ । (ଚିତ୍ର ପରି)
  • ଖଣ୍ଡ ଭଜା:
ଏହା ବାଇଗଣକୁ ଛୋଟ ଛୋଟ ଖଣ୍ଡକରି ଭାଜି ତିଆରି କରାଯାଇଥାଏ ।