ଚିଲିକା ହ୍ରଦ

ଉଇକିପିଡ଼ିଆ ରୁ
ଚିଲିକା ହ୍ରଦ
ମାଛଧରାଳି ଡଙ୍ଗା ବାହୁଛି
ଦିଗବାରେଣି 19°43′N 85°19′E / 19.717°N 85.317°E / 19.717; 85.317ଦିଗବାରେଣି: 19°43′N 85°19′E / 19.717°N 85.317°E / 19.717; 85.317
ହ୍ରଦର ପ୍ରକାର କଳା
ପ୍ରାଥମିକ ଭିତରଧାରା ଭାର୍ଗବୀ, ଦୟା, ମକରା, ମଲାଗୁଣି ଓ ନୁଣା ନଦୀ ସମେତ ୩୫ଟି ଜଳଧାରା [୧]
ପ୍ରାଥମିକ ବାହାରଧାରା ଅରଖକୁଦଠାରେ ପୁରୁଣାମୁହଁ, ସାତପଡ଼ାରେ ବଙ୍ଗୋପସାଗର ଆଡ଼କୁ ନୁଆ ମୁହଁ
କ୍ୟାଚମେଣ୍ଟ ଜାଗା ୩,୫୬୦ କିମି ( ବର୍ଗ ମି.)
ବେସିନ ଦେଶସବୁ ଭାରତ
ସର୍ବାଧିକ ଲମ୍ବ ୬୪.୩ କି.ମି. (. ମାଇଲ)
କ୍ଷେତ୍ରଫଳ min.: ୭୪୦ କିମି ( ବର୍ଗ ମି.)
max.: ୧,୧୬୫ କିମି ( ବର୍ଗ ମି.)
ସର୍ବାଧିକ ଗଭୀରତା ୪.୨ ମି (. ଫୁଟ)
ପାଣିର ଆୟତନ ୪ km3 ( acre·ft)
ଭୂମି ଉଚ୍ଚତା 0 – ୨ ମି (. ଫୁଟ)
ଦ୍ଵୀପପୁଞ୍ଜ ୨୨୩ କିମି (. ବର୍ଗ ମି.): ବଡ଼କୁଦ, ହନିମୁନ, କାଳିଯାଇ ପାହାଡ଼, କାନ୍ଥପାଟଣା, କୃଷ୍ଣପ୍ରସାଦରା (ପୁରୁଣା ପାରିକୁଦ), ନଳବଣ, ନୂଆପଡା ଓ ସାନକୁଦ ।
ସେଟେଲମେଣ୍ଟ ପୁରୀସାତପଡା
ଦ୍ରଷ୍ଟବ୍ୟ [୧]

ଚିଲିକା ଓଡିଶାର ସବୁଠୁ ବଡ ହ୍ରଦ । ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ଵୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।

[ଏହାକୁ ବଦଳାନ୍ତୁ] ଗ୍ୟାଲେରି

Alt text
ଚିଲିକା ମୁଁହାଣ
Alt text
ଚିଲିକା
Alt text
ମାଛରଙ୍କା ଚଢ଼େଇ
Alt text
ଫ୍ଲେମିଙ୍ଗୋ ଚଢ଼େଇ
Alt text
ଫ୍ଲେମିଙ୍ଗୋ ଚଢ଼େଇ
Alt text
ଲୁଣିପାଣି ପିଉଥିବା ଗାଇ
Alt text
କଳା ଲାଞ୍ଜ ବାଲା ଗୁଡ଼ଉଇଟ
Alt text
ସାଣ୍ଡରଲିଙ୍ଗ ଚଢ଼େଇ
Alt text
ଇଗଲ ଚଢ଼େଇ
Alt text
Alt text
Alt text

[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ

  1. ୧.୦ ୧.୧ Tripati, Sila; A. P. Patnaik (2008-02-10). "Stone anchors along the coast of Chilika Lake: New light on the maritime activities of Orissa, India". CURRENT SCIENCE (Bangalore: Indian Academy of Sciences) 94 (3): 386–390. http://www.ias.ac.in/currsci/feb102008/386.pdf. 
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା