ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଭାରତ ମହାସାରଗ ବଙ୍ଗୋପ ସାଗର Andaman Sea ଆରବ ସାଗର Laccadive Sea Siachen Glacier ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜ ଚଣ୍ଡୀଗଡ଼ ଦାଦ୍ରା ଓ ନଗର ହବେଳୀ ଡାମନ ଓ ଡିଉ ଦିଲ୍ଲୀ ଲାକ୍ଷାଦ୍ଵୀପ ପୁଡୁଚେରୀ ପୁଡୁଚେରୀ ପୁଡୁଚେରୀ ଅରୁଣାଚଳ ପ୍ରଦେଶ ଆସାମ ବିହାର ଛତିଶଗଡ଼ ଗୋଆ ଗୁଜରାଟ ହରିୟାଣା ହିମାଚଳ ପ୍ରଦେଶ ଜମ୍ମୁ ଓ କଶ୍ମୀର ଝାଡ଼ଖଣ୍ଡ କର୍ଣ୍ଣାଟକ କେରଳ ମଧ୍ୟ ପ୍ରଦେଶ ମହାରାଷ୍ଟ୍ର ମଣିପୁର ମେଘାଳୟ ମିଜୋରାମ ନାଗାଲାଣ୍ଡ ଓଡ଼ିଶା ପଞ୍ଜାବ ରାଜସ୍ଥାନ ସିକିମ ତାମିଲନାଡୁ ତ୍ରିପୁରା ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡ ପଶ୍ଚିମ ବଙ୍ଗ ଆଫଗାନିସ୍ତାନ ବଙ୍ଗଳାଦେଶ ଭୁଟାନ Burma ଚୀନ ନେପାଳ ପାକିସ୍ଥାନ ଶ୍ରୀଲଙ୍କା ତାଜାକିସ୍ଥାନ ଦାଦ୍ରା ଓ ନଗର ହବେଳୀ ଡାମନ ଓ ଡିଉ ପୁଡୁଚେରୀ ପୁଡୁଚେରୀ ପୁଡୁଚେରୀ ପୁଡୁଚେରୀ ଗୋଆ ଗୁଜରାଟ ଜମ୍ମୁ ଓ କଶ୍ମୀର କର୍ଣ୍ଣାଟକ କେରଳ ମଧ୍ୟ ପ୍ରଦେଶ ମହାରାଷ୍ଟ୍ର ରାଜସ୍ଥାନ ତାମିଲନାଡୁ ଆସାମ ମେଘାଳୟ ଆନ୍ଧ୍ର ପ୍ରଦେଶ ଅରୁଣାଚଳ ପ୍ରଦେଶ ନାଗାଲାଣ୍ଡ ମଣିପୁର ମିଜୋରାମ ତେଲେଙ୍ଗାନା ତ୍ରିପୁରା ପଶ୍ଚିମ ବଙ୍ଗ ସିକିମ ଭୁଟାନ ବଙ୍ଗଳାଦେଶ ବିହାର ଝାଡ଼ଖଣ୍ଡ ଓଡ଼ିଶା ଛତିଶଗଡ଼ ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡ ନେପାଳ ଦିଲ୍ଲୀ ହରିୟାଣା ପଞ୍ଜାବ ହିମାଚଳ ପ୍ରଦେଶ ଚଣ୍ଡୀଗଡ଼ ପାକିସ୍ଥାନ Sri Lanka ଶ୍ରୀଲଙ୍କା ଶ୍ରୀଲଙ୍କା ଶ୍ରୀଲଙ୍କା ଶ୍ରୀଲଙ୍କା ଶ୍ରୀଲଙ୍କା ଶ୍ରୀଲଙ୍କା ଶ୍ରୀଲଙ୍କା ଶ୍ରୀଲଙ୍କା Disputed territory in Jammu and Kashmir ଜମ୍ମୁ ଓ କଶ୍ମୀରରେ ବିବାଦୀୟ ଅଞ୍ଚଳ
ଭାରତର ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ମାନଚିତ୍ର ।


ଭାରତ ଏକ ସଂଗଠିତ ଗଣରାଜ୍ୟ [୧] ଏହା ଅଣତିରିଶିଟି ରାଜ୍ୟସାତ କେନ୍ଦ୍ରଶାସିତ ଅଞ୍ଚଳ ରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .[୧]

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନ[ସମ୍ପାଦନା]

ରାଜ୍ୟ[ସମ୍ପାଦନା]

ରାଜ୍ୟ ରାଜଧାନୀ ଆୟତନ (କି.ମି.) ଜନସଂଖ୍ୟା[୨] ସାକ୍ଷରତା ହାର ଜିଲ୍ଲା ସଂଖ୍ୟା ଲୋକସଭା ଆସନ ସଂଖ୍ୟା ସୁଚନା
ଅରୁଣାଚଳ ପ୍ରଦେଶ ଇଟାନଗର ୮୩,୭୪୩ ୧୩,୮୨,୬୧୧ - ୧୬ -
ଆସାମ ଦିସପୁର ୭୮,୫୫୦ ୩୧,୧୬୯,୨୭୨ - ୨୩ -
ଆନ୍ଧ୍ର ପ୍ରଦେଶ ହାଇଦରାବାଦ ୨,୭୫,୦୪୫ ୮,୪୬,୬୫,୫୩୩ - ୨୩ -
ଉତ୍ତର ପ୍ରଦେଶ ଲଖନଉ ୨,୪୩,୨୯୬ ୧୯,୯୫,୮୧,୪୭୭ - ୭୨ -
ଉତ୍ତରାଖଣ୍ଡ ଡେରାଡୁନ ୫୩,୫୬୬ ୧,୦୧,୧୬,୭୫୨ - ୧୩ -
ଓଡ଼ିଶା ଭୁବନେଶ୍ୱର ୧,୫୫,୮୨୦ ୪,୧୯,୪୭,୩୫୮ ୭୩.୪୫ % ୩୦ ୨୧
କର୍ଣ୍ଣାଟକ ବେଙ୍ଗାଳୁରୁ ୧,୯୧,୭୯୧ ୬,୧୧,୩୦,୭୦୪ - ୩୦ -
କେରଳ ତ୍ରିବେନ୍ଦ୍ରମ ୩୮,୮୬୩ ୩,୩୩,୮୭,୬୭୭ - ୧୪ -
ଗୁଜରାଟ ଗାନ୍ଧିନଗର ୧,୯୬,୦୨୪ ୬,୦୩,୮୩,୬୨୮ - ୨୫ -
ଗୋଆ ପାଣାଜୀ ୩,୭୦୨ ୧୪,୫୭,୭୨୩ - ୦୨ -
ଛତିଶଗଡ଼ ରାୟପୁର ୧,୩୫,୧୯୪ ୨,୫୫,୪୦,୧୯୬ - ୧୬ -
ଜମ୍ମୁ ଓ କଶ୍ମୀର ଶ୍ରୀନଗର, ଜମ୍ମୁ ୨,୨୨,୨୩୬ ୧,୨୫,୪୮,୯୨୬ - ୧୪ -
ଝାଡ଼ଖଣ୍ଡ ରାଞ୍ଚି ୭୪,୬୭୭ ୩,୨୯,୬୬,୨୩୮ - ୨୪ -
ତାମିଲନାଡୁ ଚେନ୍ନାଇ ୧,୩୦,୦୫୮ ୭,୨୧,୩୮,୯୫୮ - ୩୦ -
ତେଲେଙ୍ଗାନା ହାଇଦ୍ରାବାଦ ୩୫,୨୮୬,୭୫୭ ୧୧୪,୮୪୦ - ୦୪ -
ତ୍ରିପୁରା ଅଗରତାଲା ୧୦,୪୯୧.୬୯ ୩୬,୭୧,୦୩୨ - ୦୪ -
ନାଗାଲାଣ୍ଡ କୋହିମା ୧୬,୫୭୯ ୧୯,୮୦,୬୦୨ - ୧୧ -
ପଞ୍ଜାବ ଚଣ୍ଡୀଗଡ଼ ୫୦,୩୬୨ ୨,୭୭,୦୪,୨୩୬ - ୧୭ -
ପଶ୍ଚିମବଙ୍ଗ କଲିକତା ୮୮,୭୫୨ ୯,୧୩,୪୭,୭୩୬ - ୧୮ -
ବିହାର ପଟନା ୯୯,୨୦୦ ୧୦,୩୮,୦୪,୬୩୭ - ୩୭ -
ମଣିପୁର ଇମ୍ଫାଲ ୨୨,୩୪୭ ୨୭,୨୧,୭୫୬ - ୦୯ -
ମଧ୍ୟ ପ୍ରଦେଶ ଭୋପାଳ ୩,୦୮,୨୫୨ ୭,୨୫,୯୭,୫୬୫ - ୪୫ -
ମହାରାଷ୍ଟ୍ର ମୁମ୍ବାଇ ୩,୦୭,୭୧୩ ୧୧,୨୩,୭୨,୯୭୨ - ୩୫ -
ମିଜୋରମ ଆଇଜୋଲ ୨୧,୦୮୧ ୧୦,୯୧,୦୧୪ - ୦୮ -
ମେଘାଳୟ ଶିଲଂ ୨୨,୭୨୦ ୨୯,୬୪,୦୦୭ - ୦୭ -
ରାଜସ୍ଥାନ ଜୟପୁର ୩,୪୨,୨୬୯ ୬,୮୬,୨୧,୦୧୨ - ୩୨ -
ସିକିମ ଗାଙ୍ଗଟକ ୭,୦୯୬ ୬,୦୭,୬୮୮ - ୦୪ -
ହରିଆଣା ଚଣ୍ଡୀଗଡ଼ ୪୪,୨୧୨ ୨,୫୩,୫୩,୦୮୧ - ୨୧ -
ହିମାଚଳ ପ୍ରଦେଶ ସିମଳା ୫୫,୬୭୩ ୬୮,୫୬,୫୦୯ - ୧୨ -

କେନ୍ଦ୍ର ଶାସିତ ଅଞ୍ଚଳ[ସମ୍ପାଦନା]

କେନ୍ଦ୍ର ଶାସିତ ଅଞ୍ଚଳ ରାଜଧାନୀ ଆୟତନ (କି.ମି.) ଜନସଂଖ୍ୟା ସାକ୍ଷରତା ହାର ସୁଚନା
ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜ ପୋର୍ଟ ବ୍ଲେଅର - - -
ଡାମନ ଓ ଡିଉ ଡାମନ - - -
ଚଣ୍ଡୀଗଡ଼ ଚଣ୍ଡୀଗଡ଼ - - -
ଦାଦ୍ରା ଓ ନଗର ହବେଳୀ ସିଲଭାସା - - -
ଦିଲ୍ଲୀ ନୂଆ ଦିଲ୍ଲୀ - -
ପୁଡୁଚେରୀ ପଣ୍ଡିଚେରୀ (ସହର) - - -
ଲାକ୍ଷାଦ୍ଵୀପ କବରତ୍ତୀ - - -

କେନ୍ଦ୍ର ସରକାର ତୁଳନାରେ ରାଜ୍ୟମାନଙ୍କର ମୁଖ୍ୟବିଭାଗ ଓ ସେମାନଙ୍କ ଦାୟୀତ୍ଵମାନ[ସମ୍ପାଦନା]

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ସ୍ରୋତ[ସମ୍ପାଦନା]

ଛାଞ୍ଚ:Link GA