ଓଡ଼ିଆ ଖାଦ୍ୟ
ଉଇକିପିଡ଼ିଆ ରୁ
ଓଡ଼ିଆ ଖାଦ୍ୟ ଓଡ଼ିଶାରେ ରନ୍ଧା ଓ ଖିଆଯାଉଥିବା ଖାଦ୍ୟକୁ ବୁଝାଇଥାଏ । ଜାଗା ଅନୁସାରେ ଖାଦ୍ୟ ତିଆରିରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ ।
ବିଷୟସୂଚୀ |
ସାଧାରଣ ଓଡ଼ିଆ ରାନ୍ଧଣା [ସମ୍ପାଦନା]
ଚାଉଳ ତିଆରି [ସମ୍ପାଦନା]
- ଚୁଡ଼ା
- ଭାତ ବା ଅନ୍ନ
- କାନିକା
- ଖେଚୁଡ଼ି ବା ଖେଚେଡ଼ି
- ପଲଉ
- ପଞ୍ଚ ପଲଉ
- ପଣସ ପଲଉ
- ଫୁଲକୋବି ପଲଉ
- ମୁଢ଼ି ବା ଭୁଜା
- ନଡ଼ିଆ ଖେଚୁଡ଼ି
ଡାଲି ଓ ଅନ୍ୟ ଶସ୍ୟ ତିଆରି [ସମ୍ପାଦନା]
ତରକାରୀ [ସମ୍ପାଦନା]
ନିରାମିଷ [ସମ୍ପାଦନା]
- ପୋଟଳ ଆଳୁ ରସା
- କୋବି ରସା
- ଆଳୁ ଦମ
- ଆଳୁ ଭଜା
- ଆଳୁ ଫୁଲକୋବି ଭଜା
- ବେସର
- ବଡ଼ି ଚୁରା
- ଶାଗ
- ଚଡ଼ ଚଡ଼ି
- ଚେଞ୍ଚେଡ଼ା
- ପୋସ୍ତ ତରକାରୀ
- ପଣସ କଠା ତରକାରୀ
- ଦହି ବାଇଗଣ
- ଘାଣ୍ଟ
- କଞ୍ଚା କଦଳୀ ବରା ଝୋଳ
- କଦଳୀ ଭଣ୍ଡା ରାଇ
- କଖାରୁ ଫୁଲ ଭଜା
- ଖଟା
- ସନ୍ତୁଳା
- ପତୁଆ
- ଛେନା ତରକାରୀ
- ପିଆଜ ଶଣ୍ଢା, ଟମାଟୋ, ଆଳୁ ତରକାରୀ
- ଶିମ୍ବ, ଧଣିଆ ଶାଗ ତରକାରୀ
- ବନ୍ଧାକୋବି ବେସନ ତରକାରୀ
- ପଣସ ପକୁଡ଼ି ତରକାରୀ
- ସିମଳାଲଙ୍କା ତରକାରୀ
- ଚିଲି କୋପ୍ତା
- କାଙ୍କଡ଼ ଚଡ଼ଚଡ଼ି
- ସଜନାଫୁଲ ପୋସ୍ତକ ରାଇ
- ଜହ୍ନି ରାଇ
ଆମିଷ [ସମ୍ପାଦନା]
ଭଜା [ସମ୍ପାଦନା]
ନିରାମିଷ [ସମ୍ପାଦନା]
- ଆଳୁ କଲରା ଭଜା
- ଆଳୁ ପୋଟଳ ଭଜା
- ଫୁଲକୋବି ବାଇଗଣ ବିଲାତି ବାଇଗଣ ଭଜା
- ଗୋଟା କଲରା ଭଜା
- ଗୋଟା ଭେଣ୍ଡି ଭଜା
- ଗୋଟା ପୋଟଳ ଭଜା
- ଦହି କଲରା ଭଜା
- କରଡ଼ି ଭଜା
- ଶାଗ ଭଜା
ଆମିଷ [ସମ୍ପାଦନା]
ତେଲ ଭଜା [ସମ୍ପାଦନା]
ନିରାମିଷ [ସମ୍ପାଦନା]
ଆମିଷ [ସମ୍ପାଦନା]
ସାଲାଡ [ସମ୍ପାଦନା]
ନିରାମିଷ [ସମ୍ପାଦନା]
ଫ୍ରୁଟ ସାଲାଡ଼ ଗ୍ରୀକ ସାଲାଡ଼
ଆମିଷ [ସମ୍ପାଦନା]
ଅଣ୍ଡା ଓ ଟମାଟୋ ସାଲାଡ଼
ଚଟଣୀ [ସମ୍ପାଦନା]
ପଣା ଓ ସର୍ବତ [ସମ୍ପାଦନା]
ପିଠା ଓ ମିଠା [ସମ୍ପାଦନା]
ପିଠା [ସମ୍ପାଦନା]
ମିଠା [ସମ୍ପାଦନା]
ଅନ୍ୟାନ୍ୟ [ସମ୍ପାଦନା]
ଆଚାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
- [|Banerjee, Soity]. "Food Yatra, A taste of the familiar and the eccentric in orissa's capital." (in English). Outlook Traveller (Bhubaneswar: The Outlook Group). http://travel.outlookindia.com/article.aspx?277680.
|
||||||||||||||||||||||||||||||||