ରଘୁରାଜପୁର
ଉଇକିପିଡ଼ିଆ ରୁ
ରଘୁରାଜପୁର, ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ରଘୁରାଜପୁର ଏହାର ପଟ୍ଟଚିତ୍ର ପାଇଁ ପୃଥିବୀ ପ୍ରସିଦ୍ଧ। ୨୦୦୦ମସିହାରେ ଏହି ଗ୍ରାମକୁ ଶିଳ୍ପୀଗ୍ରାମର ମାନ୍ୟତା ଦିଆ ହୋଇଛି । ଏହି ଗ୍ରାମରେ ଓଡ଼ିଶୀ ଗୁରୁ କେଳୁଚରଣ ମହାପାତ୍ର ଜନ୍ମ ଗ୍ରହଣ କରିଥିଲେ ।[୧] thumb|ପୁରାତନ ତାଳପତ୍ର ପୋଥି
ଆଧାର [ସମ୍ପାଦନା]
|
|||||||||||||||||