ପିପିଲି
ଉଇକିପିଡ଼ିଆ ରୁ
| ପିପିଲି | |
|---|---|
| — ବିଜ୍ଞାପିତ ଅଞ୍ଚଳ ପରିଷଦ — | |
| ପିପିଲି ଚାନ୍ଦୁଆ | |
|
|
|
| ଦିଗବାରେଣି: 20°07′N 85°50′E / 20.12°N 85.83°Eଦିଗବାରେଣି: 20°07′N 85°50′E / 20.12°N 85.83°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ପୁରୀ |
| ଉଚ୍ଚତା | ୨୫ ମି. (୮୨ ଫୁଟ) |
| ଲୋକସଂଖ୍ୟା (2001) | |
| - ମୋଟ | ୧୪,୨୬୩ |
| ଭାଷା | |
| - ସରକାରୀ | ଓଡ଼ିଆ |
| ସମୟ ମଣ୍ଡଳ | IST (ଇଉ.ଟି.ସି.+୫:୩୦) |
ପିପିଲି ପୁରୀ ଜିଲ୍ଲା ରେ ଅବସ୍ଥିତ । ଏହା ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ବିଶ୍ଵ ବିଖ୍ୟାତ।
ଭୁଗୋଳ [ସମ୍ପାଦନା]
ପିପିଲିର ଅବସ୍ଥାନ 20°07′N 85°50′E / 20.12°N 85.83°E.[୧] ଏହା ପୁରୀ ଠାରୁ ୩୬ କି.ମି ଦୁର ରେ ଅବସ୍ଥିତ ।
ଅର୍ଥନୀତି [ସମ୍ପାଦନା]
ଚାନ୍ଦୁଆ ହସ୍ତଶିଳ୍ପ ହିଁ ଏଠାକାର ଅଧିବାସୀ ମାନଙ୍କ ରୋଜଗାରର ମୁଳ ସାଧନ।
ଆଧାର [ସମ୍ପାଦନା]
|
|||||||||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |