ଦହିବରା
ଦେଖଣା
ଏହି ଲେଖାଟି ଦହିବରା ବାବଦରେ । ବାକିସବୁ ପାଇଁ, ବରା ଓ ଦହିବରା-ଆଳୁଦମ ଦେଖନ୍ତୁ ।
ଆରମ୍ଭ | |
---|---|
ଅଞ୍ଚଳ | ଓଡ଼ିଶା, ଦକ୍ଷିଣ ଭାରତ |
ଖାଇବାର ସବିଶେଷ | |
ଖାଇବାର ମେଳଣ | ଦହିବରା-ଆଳୁଦମ |
ବାଢ଼ିବାର ତାତି | ଥଣ୍ଡା |
ମୂଳ ଉପାଦାନ | ବରା, ଦହି |
ଦହିବରା ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[୧] ଯାହା ବରାକୁ ଦହିରେ ପକାଇ ତିଆରି କରାଯାଇଥାଏ । ଓଡ଼ିଶା ବାଦ ଏହା ଦକ୍ଷିଣ ଭାରତରେ ଖୁବ ଜଣାଶୁଣା ଓ ଭାରତର ବାକି ଅଞ୍ଚଳରେ ମଧ୍ୟ ଖିଆଯାଇଥାଏ । ଓଡ଼ିଶାର କଟକ ସହର ଦହିବରା ପାଇଁ ଖ୍ୟାତିଲାଭ କରିଛି ।
ଉପାଦାନ
[ସମ୍ପାଦନା]ପ୍ରଣାଳୀ
[ସମ୍ପାଦନା]ବରାକୁ ଛଣାହେବା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ପାଣିରେ ପକାଇ ଦିଆଯାଇଥାଏ । ବରା ସବୁ ପାଣିରେ ଭିଜିଗଲେ ସେଥିରେ ଦହି ମିଶାଯାଇଥାଏ । ଏହା ଉପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରଷାଯାଇଥାଏ । ଓଡ଼ିଶାର କଟକର ଦହିବରା-ଆଳୁଦମ ଖୁବ ପ୍ରସିଦ୍ଧ ।
ପରଷା
[ସମ୍ପାଦନା]ଏହା ଏକ ଜଳଖିଆ ଭାବରେ ପରଷାଯାଇଥାଏ । ଅନେକ ବିବାହ ଓ ପୂଜା ପାର୍ବଣ ଓ ଉତ୍ସବ[୨]ରେ ମଧ୍ୟ ଏହା ପରଷାଯାଇଥାଏ ।
ଗ୍ୟାଲେରି
[ସମ୍ପାଦନା]-
Dahi Bhalley
-
ଦହିବରା
-
Dahi Bara
-
Dahi bhalla or dahi wada or dahi bada
-
Dahi Vada or Dahi Bhalla
-
Dahivada
-
Dahi-vada
-
Dahi-Wada
ଆଧାର
[ସମ୍ପାଦନା]- ↑ "National Youth Festival: Setting International Standard of Event Management". Archived from the original on 2012-03-18. Retrieved 2011-08-08.
- ↑ D’nal Lakshmi Puja pulls more crowds, even outsiders