ଜୟପୁର, କୋରାପୁଟ
ଦେଖଣା
ଜୟପୁର ଏକ ଭାରତୀୟ ସହର । ଏହା ଓଡ଼ିଶାର କୋରାପୁଟ ଜିଲ୍ଲାର ସଦର ମହକୁମା କୋରାପୁଟ ସହରରରୁ ୨୧ କିମି ଦୂରରେ ଅବସ୍ଥିତ ।
ଜୟପୁର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କୋରାପୁଟ |
Elevation | 597.71 m (1,960.99 ft) |
Population (2011) | |
• Total | ୧,୮୧,୯୦୬ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ପିନ୍ କୋଡ | ୭୬୪୦୦୧ |
ଟେଲିଫୋନ୍ କୋଡ | ୦୬୮୫୪ |
ଯାନବାହାନ ପଞ୍ଚୀକରଣ | OD 10 |
Website | myjeypore |
ଭୂଗୋଳ ଓ ଜଳବାୟୁ
[ସମ୍ପାଦନା]ଜୟପୁର ସହର ଉ: ୧୮.୮୫° ପୁ: 82.୫୮°ରେ ଅବସ୍ଥିତ । ଏହାର ହାରାହାରି ଉଚ୍ଚତା ପ୍ରାୟ ମି: ୬୫୯ (୨୧୬୫ ଫୁଟ) । ଓଡ଼ିଶାର ଅନ୍ୟ ଭାଗ ଭଳି ଜୟପୁର ସହର ମଧ୍ୟ ଏକ ମୌସୁମୀ ଅଞ୍ଚଳ । ତେବେ ଏହି ସହରରେ ଯଥେଷ୍ଟ ମାତ୍ରାରେ ଗରମ ଓ ପ୍ରବଳ ଶୀତ ମଧ୍ୟ ହୋଇଥାଏ । ଶୀତ ଋତୁ (ଅକ୍ଟୋବର ମାସ ଏବଂ ଫେବୃଆରୀ ମାସ ମଧ୍ୟରେ) ଏଠାକାର ପର୍ଯ୍ୟଟନ ଅନୁକୂଳ ପାଗ ।
ପର୍ଯ୍ୟଟନ
[ସମ୍ପାଦନା]ଜୟପୁର ରାଜପ୍ରାସାଦ
[ସମ୍ପାଦନା]ଜୟପୁର ରାଜପ୍ରସାଦ ଏହି ସହର ଉପକଣ୍ଠରେ ଥିବା ଏକ ପୁରାତନ ରାଜମହଲ । ଏଠାରେ ଥିବା ଦରବାର ହଲ ମଧ୍ୟରେ ଅଭ୍ର, ରୂପା, ସୂନା, ଚନ୍ଦନ କାଠ, ଗୋଲାପକାଠ ସହ ବିଭିନ୍ନ ପ୍ରକାର ଅଙ୍କନ ଆଦି ସାଇତା ହୋଇ ରହିଛି ।
ବାହାର ଲିଙ୍କ
[ସମ୍ପାଦନା]- (Jeypore website) Archived 2012-09-22 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |