Jump to content

ଜୟପୁର, କୋରାପୁଟ

ଉଇକିପିଡ଼ିଆ‌ରୁ
(Jeypore, Koraputରୁ ଲେଉଟି ଆସିଛି)

ଜୟପୁର ଏକ ଭାରତୀୟ ସହର । ଏହା ଓଡ଼ିଶାର କୋରାପୁଟ ଜିଲ୍ଲାର ସଦର ମହକୁମା କୋରାପୁଟ ସହରରରୁ ୨୧ କିମି ଦୂରରେ ଅବସ୍ଥିତ ।

ଜୟପୁର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକୋରାପୁଟ
Elevation
597.71 m (1,960.99 ft)
Population
 (2011)
 • Total୧,୮୧,୯୦୬
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ପିନ୍ କୋଡ
୭୬୪୦୦୧
ଟେଲିଫୋନ୍ କୋଡ୦୬୮୫୪
ଯାନବାହାନ ପଞ୍ଚୀକରଣOD 10
Websitemyjeypore.in

ଭୂଗୋଳ ଓ ଜଳବାୟୁ

[ସମ୍ପାଦନା]

ଜୟପୁର ସହର ଉ: ୧୮.୮୫° ପୁ: 82.୫୮°ରେ ଅବସ୍ଥିତ । ଏହାର ହାରାହାରି ଉଚ୍ଚତା ପ୍ରାୟ ମି: ୬୫୯ (୨୧୬୫ ଫୁଟ) । ଓଡ଼ିଶାର ଅନ୍ୟ ଭାଗ ଭଳି ଜୟପୁର ସହର ମଧ୍ୟ ଏକ ମୌସୁମୀ ଅଞ୍ଚଳ । ତେବେ ଏହି ସହରରେ ଯଥେଷ୍ଟ ମାତ୍ରାରେ ଗରମ ଓ ପ୍ରବଳ ଶୀତ ମଧ୍ୟ ହୋଇଥାଏ । ଶୀତ ଋତୁ (ଅକ୍ଟୋବର ମାସ ଏବଂ ଫେବୃଆରୀ ମାସ ମଧ୍ୟରେ) ଏଠାକାର ପର୍ଯ୍ୟଟନ ଅନୁକୂଳ ପାଗ ।

ପର୍ଯ୍ୟଟନ

[ସମ୍ପାଦନା]

ଜୟପୁର ରାଜପ୍ରାସାଦ

[ସମ୍ପାଦନା]

ଜୟପୁର ରାଜପ୍ରସାଦ ଏହି ସହର ଉପକଣ୍ଠରେ ଥିବା ଏକ ପୁରାତନ ରାଜମହଲ । ଏଠାରେ ଥିବା ଦରବାର ହଲ ମଧ୍ୟରେ ଅଭ୍ର, ରୂପା, ସୂନା, ଚନ୍ଦନ କାଠ, ଗୋଲାପକାଠ ସହ ବିଭିନ୍ନ ପ୍ରକାର ଅଙ୍କନ ଆଦି ସାଇତା ହୋଇ ରହିଛି ।

ଜୟପୁର ରାଜପ୍ରାସାଦ

ବାହାର ଲିଙ୍କ

[ସମ୍ପାଦନା]