ରାଇମୋହନ ପରିଡ଼ା

ଉଇକିପିଡ଼ିଆ ରୁ
(Raimohan Parida ରୁ ଲେଉଟି ଆସିଛି)
Jump to navigation Jump to search
ରାଇମୋହନ ପରିଡ଼ା
Raimohan Parida (cropped).jpg
ଜନ୍ମ ଓ ଜନ୍ମସ୍ଥାନ୧୦ ଜୁଲାଇ ୧୯୬୩ (1963-07-10) (୫୫ ବର୍ଷ)
ଘରଭୁବନେଶ୍ୱର
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ଜୀବିକାଅଭିନେତା
କାର୍ଯ୍ୟକାଳ୧୯୮୪- ଏପର୍ଯ୍ୟନ୍ତ
ଜୀବନସାଥିରଞ୍ଜିତା
ବାପା ବୋଉତ୍ରୈଲୋକନାଥ ପରିଡ଼ା
ତିଳୋତ୍ତମା ପରିଡ଼ା
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ରାଇମୋହନ ପରିଡ଼ା (ଜନ୍ମ ୧୦ ଜୁଲାଇ ୧୯୬୩)[୧] ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ।[୨] 'ସାଗର' ଚଳଚ୍ଚିତ୍ରଦ୍ୱାରା ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ ।[୩][୪] ୧୯୯୧-୯୨ରେ ସେ ପ୍ରଥମେ ଅଶ୍ରୁମୋଚନ ମହାନ୍ତିଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ ।[୫]

କଥାଚିତ୍ରରେ ଭୂମିକା[ସମ୍ପାଦନା]

ଅଭିନେତା ଭାବରେ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ବେହେରା, ସୁକେଶ. "ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ". ଧରିତ୍ରୀ. Retrieved 11 September 2016.
  2. Orissa reference: glimpses of Orissa. TechnoCAD Systems. 2001.
  3. "ଓଲିଉଡ୍‌କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.CS1 maint: Unrecognized language (link)
  4. "ରାଇମୋହନଙ୍କ ଫିପଟି ଫିପଟି ପ୍ରୋଗ୍ରାମ". ନଜର୍ (ନିତିଦିନ). Retrieved 11 September 2016.
  5. "ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା". OdishaLIVE. 3 July 2018. Archived from the original on 24 August 2018. Retrieved 24 August 2018.
  6. http://www.orissadiary.com/CurrentNews.asp?id=30737
  7. http://www.hindu.com/2010/01/23/stories/2010012354460200.htm

ଅଧିକ ତଥ୍ୟ[ସମ୍ପାଦନା]