ସାଗର ଗଙ୍ଗା

ଉଇକିପିଡ଼ିଆ‌ରୁ
ସାଗର ଗଙ୍ଗା
ନିର୍ଦ୍ଦେଶକରାଜୁ ମିଶ୍ର
ପ୍ରଯୋଜକବିଜୟ ମିଶ୍ର
ସଂଳାପରାଜୁ ମିଶ୍ର
ଚିତ୍ରନାଟ୍ୟରାଜୁ ମିଶ୍ର
କାହାଣୀବିଜୟ ମିଶ୍ର
କଳାକାରରଚନା ବାନାର୍ଜୀ
ଶରତ ପୂଜାରୀ
ଦୁଃଖିରାମ ସ୍ୱାଇଁ
ସଙ୍ଗୀତରାଧାକୃଷ୍ଣ ଭଞ୍ଜ
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକରାଜୁ ମିଶ୍ର
ଏ. ସଞ୍ଜୀବ
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ସାଗର ଗଙ୍ଗା, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବିଜୟ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ରଚନା ବାନାର୍ଜୀ, ଶରତ ପୂଜାରୀ, ଦୁଃଖିରାମ ସ୍ୱାଇଁ, ଅନୂପ ମିଶ୍ର, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ସୁଜାତା ଆନନ୍ଦ, ଗୀତା ରାଓ, ଦେବୁ ବୋଷ, ଅଶୋକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ରଚନା ବାନାର୍ଜୀ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଧାକୃଷ୍ଣ ଭଞ୍ଜ । କଣ୍ଠଶିଳ୍ପୀ ସାଧନା ସରଗମ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍‌". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
  2. "Rachana to be seen soon with Siddhant again". Pragativadi. Retrieved 19 September 2018.
  3. "ପରଦାରେ ସୂରଜ-ରଚନା ଯୋଡ଼ି". ନିର୍ଭୟ. 12 September 2022. p. 10. Archived from the original on 13 September 2022. Retrieved 13 September 2022.

ବାହାର ଆଧାର[ସମ୍ପାଦନା]