ସାଗର ଗଙ୍ଗା
ଦେଖଣା
ସାଗର ଗଙ୍ଗା | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ବିଜୟ ମିଶ୍ର |
ସଂଳାପ | ରାଜୁ ମିଶ୍ର |
ଚିତ୍ରନାଟ୍ୟ | ରାଜୁ ମିଶ୍ର |
କାହାଣୀ | ବିଜୟ ମିଶ୍ର |
କଳାକାର | ରଚନା ବାନାର୍ଜୀ ଶରତ ପୂଜାରୀ ଦୁଃଖିରାମ ସ୍ୱାଇଁ |
ସଙ୍ଗୀତ | ରାଧାକୃଷ୍ଣ ଭଞ୍ଜ |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ରାଜୁ ମିଶ୍ର ଏ. ସଞ୍ଜୀବ |
ମୁକ୍ତିଲାଭ ତାରିଖ | ୧୯୯୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସାଗର ଗଙ୍ଗା, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବିଜୟ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ରଚନା ବାନାର୍ଜୀ, ଶରତ ପୂଜାରୀ, ଦୁଃଖିରାମ ସ୍ୱାଇଁ, ଅନୂପ ମିଶ୍ର, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ସୁଜାତା ଆନନ୍ଦ, ଗୀତା ରାଓ, ଦେବୁ ବୋଷ, ଅଶୋକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ରଚନା ବାନାର୍ଜୀ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୧]
ଅଭିନୟ
[ସମ୍ପାଦନା]- ରଚନା ବାନାର୍ଜୀ[୩]
- ଶରତ ପୂଜାରୀ
- ଦୁଃଖିରାମ ସ୍ୱାଇଁ
- ଅନୂପ ମିଶ୍ର
- ରାଇମୋହନ ପରିଡ଼ା
- ଜୟୀରାମ ସାମଲ
- ଦୁଃଖିରାମ ସ୍ୱାଇଁ
- ସୁଜାତା ଆନନ୍ଦ
- ଗୀତା ରାଓ
- ଦେବୁ ବୋଷ
- ଅଶୋକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଧାକୃଷ୍ଣ ଭଞ୍ଜ । କଣ୍ଠଶିଳ୍ପୀ ସାଧନା ସରଗମ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
- ↑ "Rachana to be seen soon with Siddhant again". Pragativadi. Retrieved 19 September 2018.
- ↑ "ପରଦାରେ ସୂରଜ-ରଚନା ଯୋଡ଼ି". ନିର୍ଭୟ. 12 September 2022. p. 10. Archived from the original on 13 September 2022. Retrieved 13 September 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାଗର ଗଙ୍ଗା