ଯେ ପାଞ୍ଚେ ପର ମନ୍ଦ

ଉଇକିପିଡ଼ିଆ ରୁ
Jump to navigation Jump to search
ଯେ ପାଞ୍ଚେ ପର ମନ୍ଦ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକନିରଞ୍ଜନ ରଣା
କାହାଣୀବିଜୟ ମିଶ୍ର
କଳାକାରସିଦ୍ଧାନ୍ତ ମହାପାତ୍ର, ପିଙ୍କି ପ୍ରଧାନ, ମିହିର ଦାସ, ବିଜୟ ମହାନ୍ତି
ସଙ୍ଗୀତସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ
୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଯେ ପାଞ୍ଚେ ପର ମନ୍ଦ [୧] ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ଯେ ପାଞ୍ଚେ ପର ମନ୍ଦ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଦ୍ରଷ୍ଟବ୍ୟ[ସମ୍ପାଦନା]