ସିଂହବାହିନୀ
Appearance
ସିଂହବାହିନୀ | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ସୁବାସ ରାଉତ |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନ୍ଗୋ |
ଚିତ୍ରନାଟ୍ୟ | ରାଜୁ ମିଶ୍ର |
କାହାଣୀ | ପ୍ରମିଳା ରାଉତ |
କଳାକାର | ମିହିର ଦାସ ଅଶ୍ରୁମୋଚନ ମହାନ୍ତି ଉତ୍ତମ ମହାନ୍ତି ଦେବୁ ବୋଷ ରାଇମୋହନ ଜ୍ୟୋତି ମିଶ୍ର ସ୍ନିଗ୍ଧା ମହାନ୍ତି |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୯୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସିଂହବାହିନୀ ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ରାଉତ ।[୧] ପ୍ରମିଳା ରାଉତ ଏହି କଥାଚିତ୍ରଟିର କାହାଣୀ ରଚାନ କରିଥିଲେ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଅଭିନୟରେ
[ସମ୍ପାଦନା]- ମିହିର ଦାସ
- ଉତ୍ତମ ମହାନ୍ତି
- ଦେବୁ ବୋଷ
- ଅଶ୍ରୁମୋଚନ ମହାନ୍ତି
- ଜୟୀରାମ ସାମଲ
- ଜ୍ୟୋତି ମିଶ୍ର
- ସ୍ନିଗ୍ଧା ମହାନ୍ତି
- ରୁନୁ ପରିଜା
- ରାଇମୋହନ[୨]
- ବ୍ରଜ ସିଂହ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି ।[୩] ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଆଧାର
[ସମ୍ପାଦନା]- ↑ "ବିଶିଷ୍ଟ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". PrameyaNews7 (in Odia). Odisha. 22 September 2018. Archived from the original on 13 October 2020. Retrieved 15 January 2019.
{{cite news}}
: CS1 maint: unrecognized language (link) - ↑ "ଓଲିଉଡ୍କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.
{{cite news}}
: CS1 maint: unrecognized language (link) - ↑ "ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2021. Retrieved 17 May 2021.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସିଂହବାହିନୀ