ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)
ଦେଖଣା
| ଗଙ୍ଗ ଶିଉଳି | |
|---|---|
| ନିର୍ଦ୍ଦେଶକ | ଶ୍ରୀନିବାସ |
| ପ୍ରଯୋଜକ | କମଳ ଲୋଚନ ସାହୁ (ଜ୍ୟୋସ୍ନା ଆର୍ଟସ) |
| ସଂଳାପ | ଶ୍ରୀନିବାସ[୧] |
| ଚିତ୍ରନାଟ୍ୟ | ଶ୍ରୀନିବାସ |
| କାହାଣୀ | ଶ୍ରୀନିବାସ |
| କଳାକାର | ମୁନ୍ନା ଖାଁ, ଶୀଲା, ଦେବୁ ବୋଷ, ଅଶ୍ରୁମୋଚନ, ମୀନକେତନ |
| ସଙ୍ଗୀତ | ବାସୁଦେବ ରଥ |
କଥାଚିତ୍ରର ସମୟ | ୧୬ ଜୁଲାଇ ୧୯୯୮ |
| ଦେଶ | |
| ଭାଷା | ଓଡ଼ିଆ |
ଗଙ୍ଗ ଶିଉଳି ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କମଳ ଲୋଚନା ସାହୁ, ଯାହାକି ଜ୍ୟୋତ୍ସା ଆର୍ଟସ୍ ବ୍ୟାନନରେ ନିର୍ମାଣ କରାଯାଇଥିଲା । ନିର୍ଦ୍ଦେଶକ ଶ୍ରୀନିବାସ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମୁନ୍ନା ଖାଁ ଏବଂ ଶୀଲା । ଦେବୁ ବୋଷ, ଅଶ୍ରୁମୋଚନ ମହାନ୍ତି, ମୀନକେତନ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗଙ୍ଗ ଶିଉଳି