Jump to content

ସୁନା ପୁଅ

ଉଇକିପିଡ଼ିଆ‌ରୁ
ସୁନା ପୁଅ
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକଏ. ରମେଶ ପ୍ରସାଦ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବିଜୟ ଭାସ୍କର
କଳାକାରଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ବୀଣା ମହାରଣା, ଜୟୀରାମ ସାମଲ
ଚିତ୍ରଗ୍ରହଣବି. ସତୀଶ
ମୁକ୍ତିଲାଭ ତାରିଖ
୧୧ ଅପ୍ରେଲ ୧୯୯୬
ଦେଶ ଭାରତ
ଭାଷାଓଡ଼ିଆ

ସୁନା ପୁଅ, ୧୯୯୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏ. ରମେଶ ପ୍ରସାଦ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ, ରାଇମୋହନ ପରିଡ଼ା, ବୀଣା ମହାରଣା, ଜୟୀରାମ ସାମଲ, ବ୍ରଜ ସିଂହ, ସୁଜାତା ଆନନ୍ଦ, ସୁରେଶ ବଳ, ଗୀତା ଦତ୍ତ, ଶଙ୍କର ବସୁ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]
କ୍ରମଗୀତସମୟ

ବାହାର ଆଧାର

[ସମ୍ପାଦନା]