ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍

ଉଇକିପିଡ଼ିଆ‌ରୁ
ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍
ନିର୍ଦ୍ଦେଶକଅବତାର ସିଂ
ପ୍ରଯୋଜକରାକେଶ ସିଂ
ଚିତ୍ରନାଟ୍ୟଅବତାର ସିଂ
କଳାକାରଅରିନ୍ଦମ ରାୟ
ରୁପଲେଖା
ଉତ୍ତମ ମହାନ୍ତି
ମିହିର ଦାସ
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୧୧ ମାର୍ଚ୍ଚ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋ ଗାର୍ଲଫ୍ରେଣ୍ଡ୍, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାକେଶ ସିଂହ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଅଭିନୟ[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
  2. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]